ଷ୍ଟେସନରୁ ହୀରା ଜବତ, ୨ ଗିରଫ

ସୋର ୧୩|୪:ସୋର ଷ୍ଟେସନରୁ ହୀରା ଜବତ ହୋଇଛି । ଏହି ହୀରା ଓଡିଶାରୁ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ରେଲୱେ ପ୍ରୋଟେକ୍ସନ ଫୋର୍ସ ଜବତ କରିଛି । ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି ।

ଦୁଇ ଅଭିଯୁକ୍ତ ହେଲେ ଅନାଦି ଚରଣ ମହାନ୍ତି ଓ ବାବୁଲା ରଣା । ସେମାନେ ଏହି ହୀରା କୁଆଡ଼େ ନେଉଥିଲେ ତାକୁ ନେଇ ପୋଲିସ ତନାଘନା ଚଳାଇଛି।

   ସମ୍ବନ୍ଧିତ ଖବର


ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍