PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ନିଜ ‘ଜନ୍ମ ବର୍ଷ’ କହିବ ନିଜ ‘ଭବିଷ୍ୟତ’: ଏହାକୁ ପୁରା ପଢ଼ନ୍ତୁ ଓ ଜାଣନ୍ତୁ…

ନିଜ ଜନ୍ମ ବର୍ଷ ନିଜ ବିଷୟରେ ବହୁତ କିଛି କହିଥାଏ । ଆପଣ ବି ଥରେ ପରୀକ୍ଷା କରି ଦେଖନ୍ତୁ। ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଆଉ ଭବିଷ୍ୟତ ବିଷୟରେ ଗୁଡ଼ାଏ ଗୁପ୍ତ କଥା କହିବ । ଯଦି ଆପଣଙ୍କ ଜ୧୯୮୦ ରୁ ୨୦୦୦ ମସିହା ଭିତରେ ଜନ୍ମ ହୋଇଛନ୍ତି, ତେବେ ଏହି ଵିଷୟ ଦ୍ୱାରା ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ୍ କଥା କହିବୁ । ଯାହା ଆପଣ ଜାଣିନଥିବେ।

■ ୧୯୮୦

ଯେଉଁମାନଙ୍କ ଜନ୍ମ ୧୯୮୦ରେ ମସିହା ହୋଇଛି, ସେମାନେ ସ୍ୱଭାବରୁ ବହୁତ ଭଲ ହୋଇଥାନ୍ତି ଅର୍ଥାତ ନିଜର ମଧୁର ବଚନ ଓ ବ୍ୟକ୍ତିତ୍ବ ଦ୍ଵାରା ସମସ୍ତଙ୍କୁ ନିଜର କରିପାରନ୍ତି । ଏମାନେ ବାସ୍ତବରେ ଧନୀ ହୋଇଥାନ୍ତି । ଏମାନଙ୍କ ସାଙ୍ଗ ବହୁତ ଥାନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆପଣ ନିଜ ଭିତରେ ଥିବା ଗର୍ଵ ଗୁଣକୁ ନିୟନ୍ତ୍ରଣରେ ରଖିବା ଉଚିତ ।

୧୯୮୧

ଯେଉଁମାନଙ୍କ ଜନ୍ମ ୧୯୮୧ ମସିହାରେ ହୋଇଛି, ସେମାନେ ବହୁତ ସୁନ୍ଦର ବା ଆକର୍ଷଣୀୟ ହୋଇଥାନ୍ତି । ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ନିଜ ପରିଶ୍ରମ ଦ୍ୱାରା ଜୀବନରେ ବହୁତ କିଛି ହାସଲ କରିଥାନ୍ତି ଏବଂ ନିଜ ପରିଶ୍ରମ ଉପରେ ବହୁତ ବିଶ୍ୱାସ ରଖିଥାନ୍ତି । ଆଉ ଅନ୍ୟ ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ ।

■ ୧୯୮୨

ଏହି ବର୍ଷରେ ଜନ୍ମ ହୋଇଥିବା ଲୋକ ବହୁତ ବିଶ୍ଵଶନୀୟ ଏବଂ ସ୍ନେହୀ ସମ୍ପ୍ରଦାୟର ହୋଇଥାନ୍ତି । ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଯେଉଁମାନଙ୍କୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ କିଛି ମଧ୍ୟ କରିଥାନ୍ତି । ଆପଣଙ୍କ ସ୍ୱଭାବ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ ।

୧୯୮୩

୧୯୮୩ରେ ଜନ୍ମ ହୋଇଥିବା ଲୋକଙ୍କୁ ବହୁତ ଦୟାଳୁ ଏବଂ ସହନଶୀଳତା ସ୍ଵଭାବର ହୋଇଥାଏ । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶିଯାନ୍ତି । ଆପଣଙ୍କର ଏହି କାରଣରୁ ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ ମଧ୍ୟ କରିଦିଅନ୍ତି । ଯେଉଁ କାରଣରୁ ଆପଣ ବେଳେ ବେଳେ ଧୋକା ମଧ୍ୟ ଖାଇଥାନ୍ତି ।

■ ୧୯୮୪

ଏହି ବର୍ଷରେ ଜନ୍ମ ହୋଇଥିବା ଲୋକମାନେ ସ୍ୱଭାବରୁ ବହୁତ ସକରାତ୍ମକ ହୋଇଥାନ୍ତି । ଆପଣ ନିଜ ହସ ମୁହଁ ଯୋଗୁଁ ନିଜ ସାଙ୍ଗ ମଧ୍ୟରେ ପ୍ରିୟ ହୋଇଥାନ୍ତି । କିନ୍ତୁ ଆପଣ କିଛି ନ ବୁଝି କାହାକୁ ମଧ୍ୟ କିଛି କହି ଦିଅନ୍ତି । ଯାହା ଫଳରେ ବେଳେ ବେଳେ ଆପଣ ଲୋକଙ୍କ ସମ୍ମୁଖରେ ଖରାପ ମଧ୍ୟ ହୋଇଥାନ୍ତି ।

୧୯୮୫

ଏହି ବର୍ଷରେ ଜନ୍ମ ହୋଇଥିବା ଲୋକ ସବୁବେଳେ ମନ କଥା ହିଁ ଶୁଣିଥାନ୍ତି ଏବଂ ଏହାର ଆଧାରରେ ହିଁ କାମ କରିଥାନ୍ତି । ଆପଣ ଅନ୍ୟ କାହାର ଉପଦେଶ ମାନନ୍ତି ନାହିଁ । ଯଦି ଆପଣ ଜୀବନରେ ଶାନ୍ତରେ ରହିବ ପାଇଁ ଚାହୁଁଛନ୍ତି; ତେବେ ଆପଣ ନିଜ ରାଗକୁ ନିୟନ୍ତ୍ରଣରେ ରଖିବା ଉଚିତ ।

■ ୧୯୮୬

ଆପଣ ସ୍ୱତନ୍ତ୍ର ବିଚାରଣ ବ୍ୟକ୍ତି ଅଟନ୍ତି । ଯିଏ କି କାହା କଥାରେ ଆସି କାମ କରିବା ପାଇଁ ଚାହିଁ ନଥାନ୍ତି କିନ୍ତୁ କୌଣସି କାମ କରିବା ପୂର୍ବରୁ ଆପଣ ତା ଉପରେ ଥରେ ଭାବିବା ଉଚିତ । ନଚେତ ଆପଣ ପରେ ପସ୍ତେଇବେ ।

■ ୧୯୮୭

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ ଯେ, ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କ ଛଡା ଏମାନଙ୍କୁ କିଏ ମଧ୍ୟ ଦେଖାଯାଆନ୍ତି ନାହିଁ । ଆପଣ ଯାହାକୁ ପସନ୍ଦ କରିଛନ୍ତି ତା ବିନା ଗୋଟିଏ ମୁହୂର୍ତ୍ତ ମଧ୍ୟ ରହି ପାରନ୍ତି ନାହିଁ ।

■ ୧୯୮୮

ଏହି ବର୍ଷ ଜନ୍ମ ହୋଇଥିବା ଲୋକ ସବୁବେଳେ ମସ୍ତି କରିବାରେ ମନରେ ରହିଥାନ୍ତି । ଆପଣ ସ୍ୱଭାବରୁ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । କିନ୍ତୁ ଆପଣଙ୍କୁ ସକରାତ୍ମକ ଭାବନା ରଖିବା ଦରକାର ।

■ ୧୯୮୯

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ନିଜର ଓ ନିଜ ପରିବାରର ବହୁତ ଧ୍ୟାନ ରଖିଥାନ୍ତି । ଏମାନଙ୍କ ଦୃଢ ବିଶ୍ବାସ ଆଉ ପରିଶ୍ରମରୁ ଏମାନେ ଯାହା ଭାବିଥାନ୍ତି ତାହାକୁ ହାସଲ କରିଥାନ୍ତି । ଆପଣ କାହାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ କି କାହାର ଇସାରାରେ କାମ ମଧ୍ୟ କରନ୍ତି ନାହିଁ ।

■ ୧୯୯୦

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ନିଜ ଭାବନା ଉପରେ ଧ୍ୟାନ ଦେବା ଦରକାର । ଏପରି କରିବା ଦ୍ୱାରା ଆପଣ ନିଜ ଜୀବନରେ ସଫଳତା ମାର୍ଗ ଆଡକୁ ଅଗ୍ରସର ହୋଇପାରିବେ ।

■ ୧୯୯୧

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଆପଣ ଲୋକଙ୍କୁ ବିଶ୍ୱାସ କରିବାରେ ଅଧିକ ସମୟ ନେଇଥାନ୍ତି ।

■ ୧୯୯୨

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ପାଖରେ ଏକ ଏପରି ଦକ୍ଷତା ଥାଏ, ଯାହା ତାଙ୍କ ସଫଳତାର କାରଣ ହୋଇଥାଏ । ଆପଣ ସମସ୍ତଙ୍କୁ ବିଶ୍ୱାସ କରିଥାନ୍ତି । ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ପାଖରେ ଭଲ ନେତୃତ୍ୱ ନେବାର କ୍ଷମତା ରହିଥାଏ ।

■ ୧୯୯୩

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବହୁତ ତୀବ୍ର ହୋଇଥାଏ । ଆପଣ ନିଜ ଭୁଲକୁ ଶୀଘ୍ର ସ୍ଵୀକାର କରି ନିଅନ୍ତି । ଆଉ ଏହା ହିଁ ଆପଣଙ୍କ ସବୁଠାରୁ ଭଲ ଗୁଣ ଅଟେ ।

■ ୧୯୯୪

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଭଲ ହୋଇଥାନ୍ତି । ଏହି ଲୋକମାନେ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି ଏବଂ ସମସ୍ତେ ଆପଣଙ୍କୁ ନିଜ ପାଖରେ ରଖିବା ପାଇଁ ଚାହିଁଥାନ୍ତି ।

■ ୧୯୯୫

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ଜୀବନରେ ସକରାତ୍ମକ ଭାବନା ରଖିଥାନ୍ତି । ଖରାପରୁ ଖରାପ ପରିସ୍ଥିତିରେ ମଧ୍ୟ ଆପଣ ଜୀଵନ ପ୍ରତି ନିଜ ନୋଜରିଆ ବଦଳାନ୍ତି ନାହିଁ । ଆପଣ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି ।

■ ୧୯୯୬

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ହୃଦୟରେ ପ୍ରେମ ଭରି ରହିଥାଏ । ଆପଣ ସବୁ ଜିନିଷକୁ ପାଇବା ପାଇଁ ଇଚ୍ଛା ରଖିଥାନ୍ତି ଏବଂ ଏହା ହିଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥାଏ ।

■ ୧୯୯୭

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ଯାହାକୁ ଭଲ ପାଇଥାନ୍ତି, ତାଙ୍କ ପ୍ରତି ପୁରା ସମର୍ପିତ ହୋଇଥାନ୍ତି । ଆପଣ ବହୁତ ଭାବିବା ପରେ ହିଁ କୌଣସି ନିଷ୍ପତ୍ତି ନେଇଥାନ୍ତି ।

■ ୧୯୯୮

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ରଚନାତ୍ମକ ବା ବୁଦ୍ଧିମାନ ଅଟନ୍ତି । ଆପଣ ବହୁତ ଆତ୍ମବିଶ୍ବାସି ମଧ୍ୟ ଅଟନ୍ତି ଏବଂ ଆପଣଙ୍କ ଏହି ଗୁଣ ଆପଣଙ୍କୁ ଜୀବନରେ ସଫଳତା ଆଣିଥାଏ ।

■ ୧୯୯୯

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସ୍ୱଭାବରେ ଭଲ ହୋଇଥାନ୍ତି । ଆପଣଙ୍କ ସମ୍ବେଦନଶୀଳ ସ୍ୱଭାବ ସମସ୍ତବଙ୍କୁ ପସନ୍ଦ ଆସିଥାଏ ଏବଂ ଏହି କାରଣ ଯୋଗୁଁ ଲୋକମାନେ ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।

■ ୨୦୦୦

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଆତ୍ମବିଶ୍ୱାସି ହୋଇଥାନ୍ତି । ମିଛ କହୁଥିବା ଲୋକଙ୍କୁ ଆପଣ ଘୃଣା କରିଥାନ୍ତି । ଆପଣ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି । ଏହାର ଆଧାରରେ ଆଗକୁ ମଧ୍ୟ କରିଥାନ୍ତି ।