ଡାକ୍ତରଙ୍କୁ ଅପେକ୍ଷା କରି ରୋଗୀଙ୍କ ମୃତ୍ୟୁ

କାନପୁର ୧୯/୯: ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ୨ ଜଣ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଛି । ଧାରା ୩୦୪(କ) ଅଧୀନରେ ଏହି ମାମଲା ରୁଜୁ କରାଯାଇଛି। ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଏହି ଡାକ୍ତର ଦ୍ୱୟ ଜଣେ ଗୁରୁତର ହୃଦ୍‌ରୋଗୀଙ୍କର ତୁରନ୍ତ ଚିକିତ୍ସା କରିବା ବଦଳରେ ତାଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ନିଜ ପାଳି ପଡିବା ପାଇଁ ଅପେକ୍ଷା କରିଥିଲାବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।ଏହାପରେ ଡାକ୍ତରମାନେ ତାଙ୍କୁ ହାଇଡୋଜ୍‌ର ଏକ ଇଞ୍ଜେକସନ୍‌ ଦେଇଥିଲେ । ଏହାଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ବିରୋଧ କରି ରୋଗୀଙ୍କର ପରିବାର ଲୋକେ ହସ୍ପିଟାଲରେ ଜୋରଦାର ଗଣ୍ଡଗୋଳ କରିଥିଲେ ।

   ସମ୍ବନ୍ଧିତ ଖବର


ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା, ୨ ଜଣଙ୍କୁ ମାଡ ମାରିଲେ ମାଓବାଦୀ…

ରାଉରକେଲାରେ ୧୨ କୋଟିର GST ଠକେଇ !

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ