PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଡ୍ୟାନ୍ସ କରି ସମସ୍ତଙ୍କ ହୃଦୟ ଜିତିଲା କୁକୁର, ଏମିତି କମେଣ୍ଟ ଦେଉଛନ୍ତି ୟୁଜର୍ସ

ଫ୍ଲୋରିଡା ୧୭/୧୨: ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଏହି ଭିଡିଓରେ ଗୋଟିଏ କୁକୁର ଡ୍ୟାନ୍ସ କରୁଛି । କୁକୁରର ଏହି ଡ୍ୟାନ୍ସ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଏଥିରେ ଭିନ୍ନ ଭିନ୍ନ ମଜାଦାର କମେଣ୍ଟ୍ସ ଦେଉଛନ୍ତି ୟୁଜର୍ସ ।

ଫ୍ଲୋରିଡାରେ ରହୁଥିବା ଏକ ଦମ୍ପତ୍ତି ନିଜ ପୋଷା କୁକୁରର ଏହି ମଜାଦାର ଡ୍ୟାନ୍ସ ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି କୁକୁରର ନାଁ ହେଉଛି ବୈଲି ଯିଏକି ନିଜ ଡ୍ୟାନ୍ସ ମାଧ୍ୟମରେ ସମସ୍ତଙ୍କୁ ଦିୱାନା ବନାଇଛି ।  ଏହି ଭିଡିଓଟି ଏକ କିଚେନରେ ନିଆଯାଇଛି । ବୈଲି ନିଜ ଆଗ ଗୋଡ ଉପରକୁ ଉଠାଇ ମ୍ୟୁଜିକର ତାଳେ ତାଳେ ଝୁମୁଛି । ବୈଲିର ମାଲିକାଣୀ ମଧ୍ୟ ତା ସହିତ ନାଚୁଛନ୍ତି ।  ଏହି ଭିଡିଓଟି ୱେଣ୍ଡି ବେରେନଗୌର ନାମକ ଫେସବୁକ୍ ଆଇଡିରୁ ପୋଷ୍ଟ ହୋଇଛି । ତେବେ ଏହି ଭିଡିଓରେ ଅନେକ ଭିନ୍ନ ଭିନ୍ନ ମଜାଦାର  କମେଣ୍ଟ ଦେଇଛନ୍ତି ୟୁଜର୍ସ ।

ସମ୍ବନ୍ଧିତ ଖବର