PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ସ୍ବପ୍ନରେ ଦେଖୁଛନ୍ତି କି ଏସବୁ? ତାହେଲେ ଆପଣଙ୍କର ହେବ ସବୁ କାର୍ଯ୍ୟସିଦ୍ଧି ଓ ମିଳିବ ଶୁଭଫଳ

https://www.livescience.com/

ଶୋଇବା ବେଳେ ସ୍ବପ୍ନରେ ଆମେ ବହୁତ କିଛି ଜିନିଷ ଦେଖିଥାଉ। ସ୍ବପ୍ନ ଭଲ ଓ ଖରାପ ମଧ୍ୟ ଥାଏ। ଆମେମାନେ ପରସ୍ପରକୁ ବହୁବାର ଏଭଳି କହୁଥାଉ ମୁଁ କାଲି ସ୍ବପ୍ନରେ ଦେଖିଲି କେଉଁ ଗୋଟେ ବଡ ସ୍ଥାନକୁ ଯାଇଥିଲି, କିମ୍ବା ଆକାଶରେ ଉଡୁଥଲି। ଏଭଳି ଅନେକ କିଛି ସ୍ବପ୍ନ ନେଇ ବାଖ୍ୟା କରନ୍ତି। ଯାହା ଆମକୁ  ସବୁବେଳେ ସ୍ବପ୍ନରେ ଦେଖିଥାଉ ତାହା ମନରେ ଏକ ପ୍ରଶ୍ନ ହୋଇ ରହିଥାଏ। ଆମକୁ ଏହାର ଜବାବ୍ ମିଳିପାରିନଥାଏ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଦେଖିବାକୁ ମିଳୁଥିବା ଜିନିଷରୁ ବ୍ୟକ୍ତିର ଜୀବନ କିମ୍ବା ତା’ର ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଜାଣିହୁଏ। ରାତିର ପ୍ରଥମ ପ୍ରହରରେ ଯେଉଁ ସ୍ବପ୍ନ ଦେଖାଯାଏ ତାହାର ଏକ ବର୍ଷ ଭିତରେ ଶୁଭଫଳ ମିଳିଥାଏ। ଯଦି ଦ୍ବିତୀୟ ପ୍ରହରରେ ଦେଖାଯା, ତେବେ ନ’ମାସ ଭିତରେ ଏହାର ଫଳ ମିଳିଥାଏ। ଏଭଳି ଭାବରେ ରାତିର ତୃତୀୟ ପ୍ରହରରେ ସ୍ବପ୍ନ ଦେଖିଲେ ତିନି ମାସ ଭିତରେ ଓ ଚତୁର୍ଥ ପ୍ରହରରେ ଦେଖିଲେ ୧ ମାସ ଭିତରେ  ତାହାର ଫଳ ମିଳିଥାଏ। ରାତି ଶେଷ ହେବାକୁ ଯଦି ମାତ୍ର କିଛି ସମୟ ଥାଏ ଆଉ ସ୍ବପ୍ନ ଦେଖନ୍ତି ତାହା ୧୦ ଦିନ ଭିତରେ ଓ ଭୋର ଅର୍ଥାତ ସକାଳୁ ସ୍ବପ୍ନ ଦେଖିଲେ ତୁରନ୍ତ ତାହାର ଫଳ ମିଳିଥାଏ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ସମସ୍ତ ସ୍ବପ୍ନର ନିଜର ଏକ ଅଲଗା ଓ ବିଶେଷ ମହତ୍ବ ରହିଛି। ସ୍ବପ୍ନ ମୁଖ୍ୟତଃ ଦୁଇପ୍ରକାରର ହୋଇଥାଏ। ପ୍ରଥମଟି ପଜିଟିଭ ଓ ଦ୍ବିତୀୟଟି ନେଗେଟିଭ। ଯଦି ସ୍ବପ୍ନରେ ଆପଣ  ନିଜକୁ କୌଣସି ନଦୀ କିମ୍ବା ପୋଖରୀରେ ପହଁରୁଥିବାର ଦେଖନ୍ତି କିମ୍ବା ଆକାଶରେ ଉଡୁଥିବାର ଦେଖିନ୍ତି। ଏହା ସହିତ ସୂର୍ଯ୍ୟ ଉଦୟ, କୌଣସି ବଡ ମହଲ, ମନ୍ଦିର କିମ୍ବା ଶିବାଳୟକୁ ନିଜେ ଚଢୁଥିବାର ଦେଖିନ୍ତୁ ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧି ହେବ। ସ୍ବପ୍ନରେ ଦହି-ଭାତ ଖାଇବା ଖୁବ୍ ଶୁଭ ଓ ଲାଭଦାୟକ।

ସମ୍ବନ୍ଧିତ ଖବର