PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବଢ଼ିଥିବା ପେଟକୁ କମାଇବାକୁ ନିତି ଏହି ପାଣି ପିଅନ୍ତୁ …ସପ୍ତାହରେ ଫଳାଫଳ ଜାଣିପାରିବେ

ଏହି ସମୟରେ ବଜାରରେ ଏମିତି ଅନେକ ଫୁଡ୍‌ସ, ଡାଇଟ୍‌ପ୍ଲାନ୍‌ ଓ ସପ୍ଲିମେଣ୍ଟ୍ସ ଉପଲବ୍ଧ ଅଛି , ଯାହା ପେଟର ଚର୍ବି ଅଂଶକୁ ହ୍ରାସ କରିବାକୁ ଦାବି କରେ । ହେଲେ ଏହା ଜରୁରି ନୁହେଁ କି ଆପଣଙ୍କର ବେଲି ଫ୍ୟାଟ୍‌କୁ କମାଇବାରେ ସାହାଯ୍ୟ କରିବ । ଓଜନ କମ୍‌ କରିବା ପାଇଁ ହେଲଦି ଡାଇଟ୍‌ ଓ ୱାର୍କଆଉଟ୍‌ ଜରୁରି । ଓଜନ କମାଇବାକୁ ବିଶେଷଜ୍ଞମାନେ ସର୍ବଦା ଫଳ , ପରିବା ଓ ପାଣିକୁ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି , ଯାହା କି ଓଜନ ହ୍ରାସ କରିବାର ଗତିକୁ ପ୍ରଖର କରିଥାଏ ।
ବର୍ଷା ଦିନରେ ଏହି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ

ଏଥିରେ ଗୋଟିଏ ହେଉଛି କାକୁଡ଼ି ପାଣି । କୁହାଯାଏ କି ଏହି ପାଣି କ୍ୟାଲୋରୀ ହ୍ରାସ କରିବା ଓ ପେଟର ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେମିତି କାକୁଡ଼ି ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ ହୋଇଥାଏ ।

କାକୁଡ଼ି ପାଣିରେ ଭିଟାମିନ୍‌ ସି ଓ କେ , ପୋଟାସିୟମ , ମ୍ୟାଗ୍ନେସିୟମ, ଜିଙ୍କ୍‌ , ଫ୍ଲୋବୋନୋଇଡ୍ସ,, ଆଣ୍ଟି ଅକ୍ସିଡେଣ୍ଟ ଓ ଫସ୍‌ଫରସ୍‌ ଭଳି ଆବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର ଥାଏ । ଓଜନ ହଟାଇବା ପାଇଁ ଡାଇଟ୍‌ରେ କାକୁଡ଼ିକୁ ସାମିଲ କରିବାରେ ପାଚନ ତନ୍ତ୍ର ମଜବୁତ୍‌ ହୋଇପାରେ ଓ କୋଷ୍ଠ କାଠିନ୍ୟ ଭଳି ସମସ୍ୟାକୁ ଦୂରେଇ ଦିଆଯାଏ । ଏକ ଅଧ୍ୟୟନ ଅନୁସାରେ  , ଯେବେ ଲୋକେ ଗୋଟିଏ ସପ୍ତାହ ଯାଏ କାକୁଡ଼ି ପାଣି ପିଅନ୍ତି , ତ ସେ ଏକ ସପ୍ତାହରେ ପାଖାପାଖି ୨-୩ କିଲୋ ଓଜନ କମ୍ କରି ପାରିବେ ।

କଣ କଣ ସାମଗ୍ରୀ ଆବଶ୍ୟକ –

୧ କାକୁଡ଼ି, ୧ ଗ୍ଲାସ୍‌ ପାଣି , ୧ ଲେମ୍ୱୁ , ସ୍ୱାଦ ଅନୁସାରେ କଳା ଲୁଣ

 କେମିତି ପ୍ରସ୍ତୁତ କରିବେ କାକୁଡ଼ି ପାଣି –

କାକୁଡ଼ିକୁ ନର୍ମାଲ ପାଣିରେ ଧୋଇ ନିଅନ୍ତୁ । ଏହାର ଚୋପା ଛଡ଼େଇ ପତଳା ସ୍ଲାଇସ୍‌ରେ କାଟନ୍ତୁ । ଏହି ସ୍ଲାଇସ୍‌କୁ କୌଣସି ଜାର ବା ପାଣି ଥିବା କାଚ ବୋତଲରେ ରଖନ୍ତୁ । କାକୁଡ଼ି ପାଣିରେ ଲେମ୍ୱୁର କିଛି ଖଣ୍ଡ ମଧ୍ୟ ମିଶାଇ ପାରିବେ । ଏହି ପାଣିକୁ ରାତି ସାରା ରେଫ୍ରିଜରେଟରରେ ରଖି ଦିଅନ୍ତୁ । ଏହାକୁ ଏକ ସର୍ଭିଙ୍ଗ୍‌ ଗ୍ଲାସ୍‌ରେ ଢାଳନ୍ତୁ ଏବଂ ଏଥର ଆପଣଙ୍କର କାକୁଡ଼ି ପାଣି ପିଇବାକୁ ପ୍ରସ୍ତୁତ ହୋଇଗଲା ।