ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଗୁରୁଦାସପୁର,୩୧।୧୦: ଗୁରୁଭାରତର ପଡୋଶୀ ଦେଶ ପାକିସ୍ତାନ ନିଜର ହୀନ ଉଦେଶ୍ୟରୁ କେବେ ନିଜକୁ ଦୂରେଇ ପାରୁନି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ  ବଢାଇବା ସହିତ ଭାରତ-ପାକିସ୍ତାନ ସୀମା ଉପରେ ଅନୁପ୍ରବେଶ ଚେ​ଷ୍ଟାରେ ରହିଛି। ନିକଟରେ ପାକିସ୍ତାନର ଏକ ଡ୍ରୋନ୍ ଭାରତର ଗୁରୁଦାସପୁରରେ ଦେଖିବାକୁ ମିଳିଛି।

ଉଲ୍ଲେଖନୀୟ ଯେ, ଏହା କୌଣସି ପ୍ରଥମ ଘଟଣା ନୁହେଁ ପୂର୍ବରୁ ୨୩ ଅକ୍ଟୋବରରେ ଗୁରୁଦାସପୁରରେ ଡେରା ବାବା ନାନକ ସ୍ଥିତ ଭାରତ-ପାକିସ୍ତାନ  ସୀମାରେ ପୁଣିଥରେ ଏକ ଡ୍ରୋନ ଦେଖିବାକୁ ମିଳିଥିଲା। ସୀମା ଉପରେ ମୁତୟନ ବିଏସଏଫ୍ ଯବାନ ଭାରତରେ ପଶିଥିବା ଡ୍ରୋନକୁ ଦେଖିବା ପରେ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ, ଏହାପରେ ଡ୍ରୋନ ପାକିସ୍ଥାନ ଆଡକୁ ଚାଲିଯାଥିଲା। ପୂର୍ବରୁ ମଧ୍ୟ ବହୁବାର ଡ୍ରୋନ ଭାରତ ଆଡକୁ ପଶିବାର ଚେଷ୍ଟା କରିଥିଲା, କିନ୍ତୁ ବିଏସଏଫ ଯବାନମାନେ ଏହି ଡ୍ରୋନକୁ ଫାୟାରିଂ କରି ତାଙ୍କର ସବୁ ଚେଷ୍ଟା ବିଫଳ କରିଦେଇଥିଲା।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…