ବାଲେଶ୍ୱର ୨୨/୧୧: ଦୂରନ୍ତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । ବାଲେଶ୍ୱର ରୂପସା ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନଟି ସିମେଣ୍ଟ ପ୍ଲେଟରେ ପିଟି ହୋଇ ରେଳଧାରଣାରୁ ଅଲଗା ହୋଇ ଢଳି ପଡିଛି । ଫଳରେ ଟ୍ରେନଟି ପ୍ରାୟ ଦେଢ ଘଣ୍ଟା ହେବ ଅଟକି ରହିଛି । ହାୱଡାରୁ ଭୂବନେଶ୍ୱର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
ଖଣ୍ଡପଡ଼ା ମଙ୍ଗ ଧରିବ କିଏ ?