ଭୁବନେଶ୍ବର ୨୯।୫ : ଫାୟାର ଷ୍ଟେସନ ଓଭରବ୍ରିଜରେ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି।
{"id":125922,"width":781,"height":496,"sizeSlug":"large"}ସୂଚନଯୋଗ୍ୟ ଯେ, ଫାୟାର ଷ୍ଟେସନ ଓଭରବ୍ରିଜରେ ଏକ ଟ୍ରଲରକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ ଆରୋହୀ ଲକ୍ଷ୍ମୀଧର ସାମଲ ଗୁରୁତର ଥିବା ଜଣା ପଡ଼ିଛି। ଏହି ବ୍ୟକ୍ତିଙ୍କ ଘର କେନ୍ଦ୍ରାପଡା ବୋଲି ତାଙ୍କ ଆଇ କାର୍ଡରୁ ଜଣାପଡିଛି।