ଫାୟାର ଷ୍ଟେସନ ଓଭରବ୍ରିଜରେ ଦୁର୍ଘଟଣା : ବାଇକ ଆରୋହୀ ଗୁରୁତର

ଭୁବନେଶ୍ବର ୨୯।୫ : ଫାୟାର ଷ୍ଟେସନ ଓଭରବ୍ରିଜରେ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି।

ସୂଚନଯୋଗ୍ୟ ଯେ, ଫାୟାର ଷ୍ଟେସନ ଓଭରବ୍ରିଜରେ ଏକ ଟ୍ରଲରକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ ଆରୋହୀ ଲକ୍ଷ୍ମୀଧର ସାମଲ ଗୁରୁତର ଥିବା ଜଣା ପଡ଼ିଛି। ଏହି ବ୍ୟକ୍ତିଙ୍କ ଘର କେନ୍ଦ୍ରାପଡା ବୋଲି ତାଙ୍କ ଆଇ କାର୍ଡରୁ ଜଣାପଡିଛି। 

   ସମ୍ବନ୍ଧିତ ଖବର


ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ରାଉରକେଲାରେ ୧୨ କୋଟିର GST ଠକେଇ !

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଉଠିଲା କଟକଣା : ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ, ଭକ୍ତ ଦେଇପାରିବେ ବରାଦ

ଏମିତି ବି ଆସେ ମୃତ୍ୟୁ: ଟେଲର ମାଷ୍ଟରଙ୍କ ଦୋକାନ ସାମ୍ନରେ ସ୍ତ୍ରୀ ଓ ପୁଅ ଉପରେ ଚଢିଗଲା ଟ୍ରକ୍