ବାଇକକୁ ଧକ୍କା ଦେଲା ଟ୍ରକ୍ : ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡା ୨।୩: ବାଇକକୁ ଚାପି ଦେଇଛି ଟ୍ରକ୍। ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥା​‌ରେ ସ୍ତ୍ରୀଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁସାରେ, ନୂଆପଡ଼ାର NH-353 ଘୋଟସର ଛକରେ ଏହି ଦୁର୍ଘଟଣା ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ  ମିଳିପାରିନାହିଁ । ପୋଲିସ ଟ୍ରକକୁ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ଭଦ୍ରକ: ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଟ୍ରକ୍‌ ସହ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୨ଜଣଙ୍କ ଜୀବନ, ଡ୍ରାଇଭର ଅଟକ

ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ଧର୍ମପରାୟଣ ମହିଳା ଜୟକୁମାରୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ

ଲୁଚି ଲୁଚି ଆସିଥିଲେ ସମସ୍ତଙ୍କ ସାମ୍ନାରେ ବାହା ହେଲେ : ପ୍ରେମ ଓ ପ୍ରଣୟର ସାକ୍ଷୀ ରହିଲା ସଙ୍ଗରୋଧ କେନ୍ଦ୍ର