DCB ବ୍ୟାଙ୍କ୍ ନିକଟରେ ସଡ଼କ ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା, ହେଲ୍‌ପର ଗୁରୁତର

ଯାଜପୁର ୨୯।୫ : ପାଣିକୋଇଲି DCB ବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ପଛପଟୁ ପିଟିଲା ହାଇୱା।

ସୂଚନାଯୋଗ୍ୟ ଯେ, ପାଣିକୋଇଲି ଡିସିବି ବ୍ୟାଙ୍କ୍ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଛି ହାଇଓ୍ବା। ଦୁର୍ଘଟଣାରେ ଟ୍ରକର ହେଲ୍‌ପର ଗୁରୁତର ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରିଛି।

   ସମ୍ବନ୍ଧିତ ଖବର


ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପିଆଜ ଦର ବୃଦ୍ଧି, ଗ୍ରାହକ ହନ୍ତସନ୍ତ

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

କରୋନା ସହ ୨୯ ଦିନ ଲଢ଼େଇ ପରେ ହାରିଗଲେ ପିଆରଏମ୍‌ ଚକ୍ଷୁବିଭାଗର ଆସିଷ୍ଟାଣ୍ଟ ସୁବ୍ରତ କୁମାର ଭୂୟାଁ

ହିଂଜିଳିରେ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନ ମୃତ୍ୟୁ: ସ୍ବାମୀ କହୁଛନ୍ତି ଆତ୍ମହତ୍ୟା, ସହକର୍ମୀ କହୁଛନ୍ତି ହତ୍ୟା