ରାଜନୀତି ମଇଦାନକୁ ଆସିବେ ଦୂତୀ

ଭୁବନେଶ୍ୱର ୨୪/୯: ରାଜନୀତି ମଇଦାନକୁ ଓହ୍ଳାଇବେ ଆଥଲେଟ୍‌ ଦୂତୀ ଚାନ୍ଦ । ଏ ନେଇ ନିଜେ ଆଜି ସୂଚନା ଦେଇଛନ୍ତି ଦୂତୀ । ଟ୍ୱିଟ୍‌ ମାଧ୍ୟମରେ ରାଜନୀତିରେ ଯୋଗ ଦେବା ନେଇ ଇଚ୍ଛା ଜାହିର କରିଛନ୍ତି ସେ । ଦୂତୀଙ୍କ ଏହି ଟ୍ୱିଟ୍‌ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ସେ କେଉଁ ଦଳକୁ ଯିବେ, ତା’କୁ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି ।

ଦୂତୀ ଟ୍ୱିଟ୍‌ କରିଛନ୍ତି, ପିଲାଦିନରୁ ରାଜନୀତିରେ ଯୋଗ ଦେବାକୁ ତାଙ୍କର ଆଗ୍ରହ ରହିଛି । ଏପରିକି ତାଙ୍କ ପରିବାର ମଧ୍ୟ ତୃଣମୂଳସ୍ତର ରାଜନୀତି ସହ ସଂଶ୍ଳିଷ୍ଟ । ତାଙ୍କ ମା’ ସରପଞ୍ଚ ମଧ୍ୟ ରହିଥିଲେ । ଏଭଳି ଟ୍ୱିଟ୍‌ ରାଜନୈତିକ ମହଲରେ ଚର୍ଚ୍ଚାକୁ ଆସିଛି ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ