PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏଣିକି ମିଳିବ ଇ-ପାସପୋର୍ଟ ସୁବିଧା, ଜାଣନ୍ତୁ କ’ଣ ରହିବ ଖାସ୍…

https://zeenews.india.com/

ନୂଆଦିଲ୍ଲୀ ୧୨/୮: ଭାରତ ସରକାର ଆସନ୍ତାବର୍ଷ ଇ-ପାସପୋର୍ଟ ଜାରି କରିବେ ଯେଉଁଥିରେ ଇଲେକ୍ଟ୍ରୋନିକ୍ ମାଇକ୍ରୋପ୍ରୋସେସର ଲାଗିଥିବ । ଏକ ରିପୋର୍ଟ ଅନୁସାରେ ସରକାର ଏହାର ଟ୍ରାଏଲ୍ ମଧ୍ୟ ପୂରା କରିସାରିଛନ୍ତି ।

ସରକାର ଏକ ଘଣ୍ଟା ଭିତରେ ୨୦,୦୦୦ ଇ-ପାସପୋର୍ଟ ଜାରି କରିବାର ଟ୍ରାଏଲ୍ ପୂରା କରିସାରିଛନ୍ତି । ଇ-ପାସପୋର୍ଟ ଜାରି କରିବା ପାଇଁ ସରକାର ଏଜେନ୍ସିର ସାହାଯ୍ୟ ନେବେ । ଇ-ପାସପୋର୍ଟ ପାଇଁ ଦିଲ୍ଲୀ ଓ ଚେନ୍ନାଇରେ ଡେଡିକେଟେଡ୍ ୟୁନିଟ୍ ଲଗାଯିବ ଯେଉଁଠୁ ପ୍ରତି ଘଣ୍ଟାରେ ୧୦,୦୦୦ ରୁ ୨୦,୦୦୦ ପାସପୋର୍ଟ ଜାରି କରାଯିବ ।

ଏହି ପ୍ରୋଜେକ୍ଟ ପାଇଁ ନ୍ୟାସନାଲ୍ ଇନଫର୍ମେସନ୍ ସେଣ୍ଟର ବୈଦେଶିକ ମାମଲାରେ ମନ୍ତ୍ରାଳୟକୁ ପ୍ରପୋଜାଲ ରିକ୍ୱେଷ୍ଟ(Request for Proposal-RFP) ପଠାଯାଇଛି ଯେଉଁଥିରେ ଆଇଟି ଇନଫ୍ରାଷ୍ଟ୍ରକ୍ଚର ବନାଇବା ପାଇଁ ଏକ ଏଜେନ୍ସିକୁ ଚୟନ ପାଇଁ କୁହାଯାଇଛି ।

ରିପୋର୍ଟ ଅନୁସାରେ ଇ-ପାସପୋର୍ଟ ପ୍ରୋଜେକ୍ଟ ପାଇଁ ସମ୍ପୂର୍ଣ୍ଣ ଅଲଗା ପ୍ରକାର ସେଟଅପର ଆବଶ୍ୟକ ହେବ । ଇ-ପାସପୋର୍ଟରେ ଅନ୍ତର୍ଜାତୀୟ ସ୍ତରରେ ସିକ୍ୟେରିଟି ମିଳିବ ଯାହାକୁ ଆବଶ୍ୟକ ପଡିଲେ କେବେ ବି ଟ୍ରାକ୍ କରିହେବ । ଏହାର ସୁରକ୍ଷା ବ୍ୟବସ୍ଥା ବହୁତ ଉଚ୍ଚସ୍ତରୀୟ ହେବ ।

ସମ୍ବନ୍ଧିତ ଖବର