ଶେଷ ହୋଇଯାଇଛି କି ନେଲ ପଲିସ ରିମୋଭର? ଘରେ ଏଭଳି ତିଆରି କରିପାରିବେ, ଯାହାକି ବଢାଇବ ନଖର ଚମକ୍

ନେଲ୍ ପେଣ୍ଟ କରିବା ବହୁ ଝିଅଙ୍କର ଖୁବ୍ ପସନ୍ଦ ଥାଏ। ଯେଉଁଭଳି ଭାବରେ ଭଲ ମେକଅପ୍ ଚେହେରାକୁ ସୁନ୍ଦର କରିଥାଏ ଠିକ୍ ଭେସଳି ଠିକ୍ ନେଲ ପେଣ୍ଟ ଏକ ସୁନ୍ଦା ସେଡ୍ ହାତର ଲୁକ୍ ବଦଳାଇ ଦେଇଥାଲ। ଯଦି ସେହି ନେଲ୍ ପେଣ୍ଟ ଆପଣଙ୍କ ହାତର ସୁନ୍ଦରତା ଛଡାଇ ମଧ୍ୟ ନିଏ । ଏଭଳି ସ୍ଥିତିରେ ନେଲ ପେଣ୍ଟ ରିମୋଭର ଯଦି ଅଛି ତେବେ ନେଲ୍ ପଲିସ ଆରାମରେ ସଫା କରିପାରିବେ। ତେବେ ଯଦି ଏହି ରିମୋଭର ଘରେ ଶେଷ ହୋଇଯାଇଥାଏ ତେବେ ଘରେ ଦୋକାନରୁ ନଆଣି ଘରେ ମଧ୍ୟ ତୁରନ୍ତ ତିଆରି କରିପାରିବେ।

ତା ଛଡା ମାର୍କେଟରେ ମିଳୁଥିବା ରିମୋଭରରୁଏସିଟୋନ୍ ନାମକ ଏକ ସଲଭେଣ୍ଟ କେମିକାଲ ରହିଥାଏ, ଯାହାକି ପେଣ୍ଟକୁ ପତଳା କରିବାର କାମ କରିଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଏକ କେମିକାଲର ସମ୍ପକରେ ରହିବା ଦ୍ବାରା ମୁଣ୍ଡବିନ୍ଧା ଓ ଦୃତ ଗତିରେ ହାର୍ଟବିଟ୍ ବଢିବା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇପାରେ। କେବଳ ସେତିକି ନୁହେଁ ମେଟାବୋଲିଜିମ୍ ମଧ୍ୟ ଧୀମା ପଡିପାରେ। ଏହାଦ୍ବାରା ନଖର ରଙ୍ଗ ମଧ୍ୟ ହଳଦିଆ ହୋଇଯାଇଥାଏ।

ଘରେ ଯଦି ନେଲ ପଲିସ ରିମୋଭର ତିଆରି କରିବାକୁ ଚାହାନ୍ତି ତେବେ ଗୋଟେ ଛୋଟ ଚାମଚ ଲେମ୍ବୁ ରସ, ୩ ଛୋଟ ଚାମଚ ଆପଲ ସିଇଡର ଭିନେଗାର ଓ କଟନ ବଲ୍ ଦରକାର। ଏକ ଛୋଟ ପାତ୍ର ନେଇ ସେଥିରେ ଲେଖୁ ରସ ଓ ଆପଲ ସାଇଡର ଭିନେଗାର ମିଶାନ୍ତୁ। ଏକ ଚାମଚ ସାହାର୍ଯ୍ୟରେ ଏହି ସବୁ ଜିନିଷକୁ ଏକାଠି ମିଶାଇ ଦିଅନ୍ତୁ। ଏ​​‌ବେ ଏଥିରେ ନିଜର ଅଙ୍ଗୁଳିକୁ ଗୋଟିଏ ଗୋଟିଏ କରି ଏହି ଘୋଳ ଭିତରେ ୩୦ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଥରେ ଯଦି ନଖରୁ ନେଲ ପେଣ୍ଟ ବାହାରିବା ଆରମ୍ଭ ହୋଇଯାଏ ତେବେ ଆଲକୋହଲରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମିଳିଥାଏ, ଯାହା

   ସମ୍ବନ୍ଧିତ ଖବର


ବଜାର ଠାରୁ ଶସ୍ତା ଦାମ୍‌ରେ ସୁନା କିଣିବାର ସୁଯୋଗ ଆପଣଙ୍କ ପାଖରେ – କେମିତି ଜାଣନ୍ତୁ

ଆପଣ ଏହି ସିଜିନ୍‌ରେ ବିବାହ କରୁଛନ୍ତି କି ? ଏହି ଘରୋଇ ଟିପ୍ସରେ ଆପଣ ନିଜର ଚେହେରାରେ ଚମକ ଆଣି ପାରିବେ

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହିସବୁ କାମ : ମିଳିବ ସଫଳତା, ଉନ୍ନତି ଏବଂ ସମୃଦ୍ଧି

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଲାଗିବନି ସୂତକ,ଏହି ରାଶିର ବ୍ୟକ୍ତି ଓ ଗର୍ଭବତୀ ରୁହନ୍ତୁ ସତର୍କ