PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଭୁଲ ଦିଗରେ ଭୋଜନ କଲେ ସୃଷ୍ଟି ହେବ ଆର୍ଥିକ ସଙ୍କଟ,ଜାଣି ରଖନ୍ତୁ ବାସ୍ତୁଶାସ୍ତ୍ରର ଏହି କିଛି ନିୟମ

ବାସ୍ତୁ ଅନୁସାରେ ଆମ ଜୀବନରେ ସବୁବେଳେ ଦିଗର ଖୁବ୍ ମହତ୍ତ୍ବ ରହିଛି। ଜୀବନରେ ଯେଉଁଠି ଖୁସି ରହିଛି ସେଠାରେ ଦୁଃଖ ଏବଂ ସମସ୍ୟା ଆସିବା ସାଧାରଣ କଥା। କିନ୍ତୁ ଯଦି ଏହା ଏତେ ବଡ ସମସ୍ୟା ପାଲଟିଯାଏ ଯେ, ଏହାର ସାମନା କରିବ   ସାଧାରଣ ଲୋକଙ୍କ ପାଇଁ ସମ୍ଭବ ହୋଇନଥାଏ। ଯଦି ଆପଣ ବାସ୍ତୁ ଶାସ୍ତ୍ରରେ ବିଶ୍ବାସ ରଖନ୍ତି ତେବେ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହୋଇଯିବ। ଘରର ବେଡରୁମ୍, ବାଥରୁମ୍, କିଚେନ୍ ଏବଂ ବହୁତ କିଛି ଜିନିଷ ବାସ୍ତୁ ଅନୁସାରେ ଭୁଲ ଥିଲେ ଜୀବନରେ ଅନେକ କଷ୍ଟ ଦେଇଥାଏ। ଠିକ୍ ସେଭଳି ବସିକି ଖାଇବାର ଦିଗ ମଧ୍ୟ ରହିଛି। ଯଦି ଭୁଲ ଦିଗରେ ବସି ଆମେ ଖାଉ ତେବେ ଆମର ସ୍ବାସ୍ଥ୍ୟ ଖରାପ ହେବା ସହିତ ଜୀବନରେ ବହୁ ସମସ୍ୟା ଦେଖିବାକୁ ମିଳିଥାଏ।

ଦକ୍ଷିଣ-ପଶ୍ଚିମ ଦିଗରେ ବସି କରନ୍ତୁ ଭୋଜନ: ଯଦି ଆପଣ ଜୀବନରେ ଯଶ ପ୍ରାପ୍ତି କରିବାକୁ ଇଛା ରଖନ୍ତି ତେବେ ଆପଣଙ୍କ ପାଇଁ ଦକ୍ଷିଣ-ପଶ୍ଚିମ ଦିଗରେ ବସିକି ଭୋଜନ କରିବା ଶୁଭ ହେବ। ଏହି ଦିଗରେ ବସି ଭୋଜନ କରିବା ଫଳରେ ଆପଣଙ୍କ ଜୀବନରେ ବହୁତ ସରଳ ହୋଇଥାଏ ଏବଂ ସଫଳତା ମିଳିଥାଏ। ଏହା ସହିତ ଘରର ଏହି ଦିଗ ଆପଣ ସ୍ବାସ୍ଥ୍ୟ ସହିତ ମଧ୍ୟ ଜଡିତ। ଏହି ଦିଗରେ ବସି ଭୋଜନ କରିବା ଫଳରେ ଶରୀର ସବୁବେ​‌ଳେ ଫିଟ୍ ରହିଥାଏ।

ଉତ୍ତର-ପୂର୍ବ ଦିଗ ଠିକ୍ ନୁହେଁ: ଘରର ଉତ୍ତର ପୂର୍ବ ଦିଗରେ ବସି ଭୋଜନ କରିବା ଦ୍ବାରା ଖାଦ୍ୟ ବିଳମ୍ବରେ ହଜମ ହୋଇଥାଏ। ଯାହାଫଳରେ ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ଏହା ସହିତ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ।

ଆର୍ଥିକ ସ୍ଥିତିରେ ସୁଧାର: ଯେଉଁ ବୃକ୍ତି ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇଥାନ୍ତି, ତାଙ୍କ ପାଇଁ ପଶ୍ଚିମ ଦିଗରେ ବସି ଭୋଜନ କରିବା ଲାଭଦାୟକ ହୋଇଥାଏ। ଏହି ଦିଗରେ ବସି ଭୋଜନ କରିବା ଫଳରେ ମୁଣ୍ଡ ଉପରେ ଥିବା ଋଣ ଖୁବ୍ ଶୀଘ୍ର ଦୂର ହୋଇଯାଇଥାଏ। ଏହାର ଓଲଟା ଦିଗରେ ବସି ଭୋଜନ କରିବା ଫଳରେ ମଣିଷ ଅଧିକ ଋଣବୋଝ ତଳେ ଦବି ହୋଇ ରହିଯାଇଥାଏ।

ତଳେ ବସି ଭୋଜନ କରନ୍ତୁ: ଭୋଜନ ସବୁବେଳେ ତଳେ ବସି କରିବା ଦରକାର। ଘରେ ଡାଇନିଂ ଟେବଲରେ ଚୌକି ଉପରେ ବସି ଗୋଡ ହଲାଇ ଭୋଜନ କରିବା ଅନ୍ନର ଅପମାନ ବୋଲି କୁହାଯାଏ, ଯାହାର ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ।