ଏମତି ଆସେ ମୃତ୍ୟୁ – ଯେଉଁ ଗଛକୁ କାଟୁଥିଲେ ସେଇ ଗଛ ପଡି ଯୁବକ ମୃତ

ସୁବର୍ଣ୍ଣପୁର ମେ ୪- ଯେଉଁ ଗଛକୁ କାଟୁଥିଲେ ସେହି ଗଛ ପଡିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମାଝଇପାଲି ଗାଁରେ ଘଟିଛି । ରାକେଶ ମାଝି ,ଦ୍ରୋଣ ପ୍ରସାଦ ନନ୍ଦ ଓ ବିଭୀଷଣ ବାଘ ଏକ ବିଲ ମଝିରେ ଥିବା ଗଛକୁ କାଟୁଥିଲେ।

ଏହି ସମୟରେ ଗଛଟି ବିଭୀଷଣ କାଟୁଥିବା ପଟକୁ ପଡିଥିବା ରାକେଶ ଓ ଦ୍ରୋଣ ପ୍ରକାଶ କରିଛନ୍ତି । ଗଛଟି ପଡିବା ଯୋଗୁଁ ଘଟଣାସ୍ଥଳରେ ବିଭୀଷଣଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ବିଭୀଷଣଙ୍କର ମୃତ ଦେହ ଜବତ କରିବା ସହ ରାକେଶ ମାଝି ,ଦ୍ରୋଣ ପ୍ରସାଦ ନନ୍ଦକୁ ଅଟକ ରଖିଛି ।

   ସମ୍ବନ୍ଧିତ ଖବର


ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ