PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଲାଇଭ୍ ମ୍ୟାଚରେ ପଡିଆ ମଝିରେ ଯୁକ୍ତିତର୍କ ଲାଗିଲେ ଷ୍ଟୋକସ୍ ଓ ବ୍ରଡ୍, ଭିଡିଓ ଭାଇରାଲ

ଲଣ୍ଡନ, ୨୯|୧୨:  ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ସେଞ୍ଚୁରିଆନରେ ବକ୍ସିଂ ଡେ ଟେଷ୍ଟ୍ ଖେଳାଯାଉଛି। ସାଉଥ ଆଫ୍ରିକାର ବ୍ୟାଟିଂ ବେଳେ ଇଂଲଣ୍ଡ ବୋଲର ଷ୍ଟ୍ରୁଆଟ୍ ବ୍ରଡ୍ ଓ  ଉପ ଅଧିନାୟକ ବେନ୍ ଷ୍ଟୋକସ୍ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମ୍ୟାଚର ତୃତୀୟ ଦିନରେ ଡ୍ରିଙ୍କସ୍ ବ୍ରେକ୍ ବେଳେ ଷ୍ଟୋକସ୍ ଓ ବ୍ରଡ୍ ପରସ୍ପିର ସହ ରାଗିକରି କଥା ହୋଇଥିଲେ। କମେଣ୍ଟ୍ରି କରୁଥିବା ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ୍ ବ୍ରଡଙ୍କ କଥାରେ ଷ୍ଟୋକସ୍ ଖୁସି ନଥିବା କହିଥିଲେ। ସେହିପରି ନାସିରଙ୍କ ସହ କମେଣ୍ଟ୍ରି କରୁଥିବା ମାଇକେଲ୍ ହୋଲ୍ଡିଂ ଦୁଇଜଣ ବନ୍ଧଙ୍କୁ ଭଳି କଥା ହେଉନଥିବା କହିଥିଲେ।

https://twitter.com/AN_EVILSOUL/status/1210963496927662080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1210963496927662080&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-ben-stokes-and-stuart-broad-involved-in-ugly-on-field-spat-during-1st-test-against-south-africa-2727844.html

ତେବେ ଉଭୟ କେଉଁ କାରଣରୁ ପଡିଆ ମଝିରେ ଯୁକ୍ତିତର୍କ ଲାଗିଲେ ତାହା ଜଣାପଡି ନାହିଁ। ଆଇସିସି କିମ୍ବା ଇଂଲଣ୍ଡ ବୋର୍ଡ ଏ ବାବଦରେ କିଛି କହିନାହାଁନ୍ତି।

ସମ୍ବନ୍ଧିତ ଖବର