ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ମିଳିତ ଭାବେ ମହୁଲ ମଦ ଓ ପୋଚ ଜବତ କଲେ ଅବକାରୀ ଏବଂ ପୋଲିସ ବିଭାଗ

ବୋରିଗୁମ୍ମା: କୋରାପୁଟ ଦିଲ୍ଲା ବୋରିଗୁମ୍ମା ବ୍ଲକ ର ହାଟ ଗୁଡା, ଲଦୀଯୋଡି ଓ ସଙ୍କରଡ଼ା ଗ୍ରାମରେ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ୫୩୫ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି । ୯୯୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି।,ହାଟଗୁଡା ଗ୍ରାମର ଅଭିମନ୍ୟୁ ବିଶୋଇ ଙ୍କ ଘରେ ଚଢ଼ାଉ ୧୫ଲିଟରଦେଶୀ ରନ୍ଧା ମହୁଲି ମଦ ଜବତ ହୋଇଥିବା ବେଳେ ଅଭିମନ୍ୟୁ ବିଶୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ଟିମ।

ସେହିପରି ଲଦୀଯୋଡି,ଏବଂ ସଙ୍କରଡ଼ା ଗ୍ରାମର ଖୋଲା ସ୍ଥାନରେ ଚଢ଼ାଉ କରାଯାଇଥିଲା ସେଠାରୁ ୫୨୦ ଲିଟର ମଦ ସହ ୯୭୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି।ଏନେଇ ବୋରିଗୁମ୍ମା ଅବକାରୀ ଥାନା ରେ ୪ଟି ମାମଲା ରୁଜୁ ହୋଇଛି ।ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ କର୍ମଚାରୀଙ୍କ ସହ ଷ୍ଟ୍ରିଇକିଂ ଫୋର୍ସ ଏବଂ ଏପିଆର୍‌ ପୋଲିସ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.