ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ନଦୀ ପାଣି ଭିତରେ ବିସ୍ଫୋରଣ ହେବା ସହ ବାହାରୁଛି ଅଙ୍ଗାର ଓ ଧୂଆଁ, ୫ ଦିନ ହେବ ଭୟରେ ଅଛନ୍ତି ସ୍ଥାନୀୟ ଲୋକ

ଉଜୈନ,୮।୩: ମଧ୍ୟ ପ୍ରଦେଶର ଉଜୈନରେ ପ୍ରବାହିତ ପବିତ୍ର ସିପ୍ରା ନଦୀ​ ଆଜିକାଲି କୌତୁହଳର ବିଷୟ ପାଲଟିଛି। ଏହି ନଦୀରେ ଗତ କିଛି ଦିନ ଧରି ଲଗାତାର ବିସ୍ଫୋରଣ ହେବାରେ ଲାଗିଛି, ଯେଉଁ କାରଣରୁ ସ୍ଥାନୀୟ ପ୍ରଶାସନ ସତର୍କ ହୋଇଯାଇଛି। କ୍ଷିପ୍ରା ନଦୀର ତ୍ରିବେଣୀ ଷ୍ଟାମ୍ପଡ୍ୟାମ୍ ପାଖରେ ତିଆରି ହୋଇଥିବା ଘାଟ ସାମନା ନଦୀରେ ବିସ୍ଫୋରଣ ହେଉଛି। ବିସ୍ଫୋରଣ ବେଳେ ନଦୀରୁ ନିଆଁ ଝୁଲ ଓ ଅଙ୍ଗାର ସହିତ ଧୂଆଁ ବାହାରୁଛି। ପ୍ରଥମ ବିସ୍ଫୋରଣ ୨୬ ଫେବୃଆରୀରେ ହୋଇଥିଲା ଏହାପରେ ପ୍ରତିଦିନ କିଛି ସମୟ ବ୍ୟବଧାନରେ ଏହି ବିସ୍ଫୋରଣ ହେଉଛି।

wp:html /wp:html

ନଦୀର ଯେଉଁ ସ୍ଥାନରେ ଏହି ବିସ୍ଫୋରଣ ହେଉଛି, ସେଠାରୁ କିଛି ଦୂରରେ ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ସ୍ନାନ ହୋଇଥାଏ। ଏଭଳି ପରିସ୍ଥିତିରେ ବିସ୍ଫୋରଣ ପରେ ସ୍ଥାନୀୟ ଗାଁ ଲୋକ ଆତଙ୍କରେ ରହିଛନ୍ତି। ଏବେ ସେଠାରେ ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କୁ ମୁତୟନ କରିଦିଆଯାଇଛି। ସ୍ଥାନୀୟ ଜିଲ୍ଲାପାଳ ଆଶିଷ ସିଂ ମଧ୍ୟ ନଦୀର ସେହି ସ୍ଥାନକୁ ଗସ୍ତ କରିଛନ୍ତି, ଯେଉଁଠି ବିସ୍ଫୋରଣ ହେଉଛି। ଜିଲ୍ଲାପାଳ କହିଛନ୍ତି ଆମେ କିଛି କର୍ମଚାରୀଙ୍କୁ ଡ୍ୟୁଟିରେ ସେଠିକୁ ପଠାଇଥିଲୁ। ୫ ଦିନ ପୂର୍ବେ ୪-୫ ଥର ବିସ୍ଫୋରଣ ହୋଇସାରିଛି। କର୍ମଚାରୀମାନେ ବିସ୍ଫୋରଣର ଭିଡିଓ ତିଆରି କରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଭୂଗର୍ଭରେ କୌଣସି ଅସୁବିଧା ହୋଇଥିବାର ଆଶଙ୍କା ରହିଛି। ଯେଉଁଥିପାଇଁ ମୁଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.