PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଫେସବୁକ୍ ମେସେଞ୍ଜର ବଦଳାଇଲା ନିୟମ, ଲଗ ଇନ୍ କରିବାକୁ ୟୁଜରଙ୍କୁ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ,୨୭।୧୨: ଫେସବୁକ୍ ମେସେଞ୍ଜରର ସାଇନ ଅପ୍ ପ୍ରୋସେସରେ ଏକ ପରିବର୍ତ୍ତନ ହୋଇଛି। ଏଥିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। କାରଣ ଏବେ ମେସେଞ୍ଜର ଲାଇଟ୍ ଆପଣ  ବିନା ଫେସବୁକ୍ ଆକାଉଣ୍ଟରେ ଆକ୍ସେସ କରିପାରିବେ ନାହିଁ। ଏପର୍ଯ୍ୟନ୍ତ ଫୋନ ନମ୍ବରରୁ ଫେସବୁକ୍ ମେସେଞ୍ଜର ଲାଇଟ୍ ଆପରେ ଆକାଉଣ୍ଟ ତିଆରି କରି ହେଉଥିଲା।

ଫେସବୁକ୍ ଭେଞ୍ଚରବିଟକୁ ଦେଇଥିବା ଷ୍ଟେଟମେଣ୍ଟରେ ଏହାର ପରିବର୍ତ୍ତନ କରିବା ନେଇ ସୂଚନା ଦେଇଛି। ଏହା ପୂର୍ବରୁ ନୂଆ ୟୁଜର୍ସ ମେସେଞ୍ଜର ଲାଇଟ୍ ବିନା ଫେସବୁକ୍ ଆକାଉଣ୍ଟ କେବଳ ଫୋନ୍ ନମ୍ବର ଜରିଆରେ ଆକ୍ସେସ କରୁଥିଲେ।  ଫେସବୁକ୍ ଭେଞ୍ଚରମେଟକୁ ଦେଇଥିବା ଷ୍ଟେଟମେଣ୍ଟରେ ଏହାର ପରିବର୍ତ୍ତନ କରିବା ନେଇ କହିଛି। ଏହା ପୂର୍ବରୁ ନୂଆ ୟୁଜର୍ସ ମେସେଞ୍ଜର ଲାଇଟକୁ ବିନା ଫେସବୁକ୍ ଆକାଉଣ୍ଟରେ କେବଳ ଫୋନ୍ ନମ୍ବର ଜରିଆରେ ଆକ୍ସେସ କରିପାରୁଥିଲେ।

ଫେସବୁକର ମୁଖପାତ୍ର ଭେଞ୍ଚରବିଟ୍ କହିଛନ୍ତି, ଯଦି ଆପଣ ମେସେଞ୍ଜରକୁ ନୋଟିସ୍ କରିବେ ତେବେ ଆପଣ ନିଜର ସାଙ୍ଗ ଓ ନିକଟତମ ଲୋକଙ୍କ ସହିତ କଥା ହେବାପାଇଁ ଫେସବୁକ୍ ଆକାଉଣ୍ଟ ଜରୁରୀ ହୋଇଥାଏ।’ କମ୍ପାନୀ ଏହି ପରିବର୍ତ୍ତନର କାରଣ କହିଛନ୍ତି। ଫେସବୁକ୍ ପକ୍ଷରୁ କୁହାଯାଇଛି ଯେ, ଅଧିକାଂଶ ୟୁଜର ଯେଉଁମାନେ ମେସେଞ୍ଜର ୟୁଜ କରନ୍ତି ସେମାନେ ଫେସବୁକ୍ ଆକାଉଣ୍ଟରୁ ଲଗ୍ ଇନ୍ ହୋଇଥାନ୍ତି। ତେଣୁ ପ୍ରୋସେସକୁ ସରଳ କରିବା ପାଇଁ ଏଭଳି କରାଯାଇଛି।

ସମ୍ବନ୍ଧିତ ଖବର