ଫେସବୁକ୍‌ର ଅଧା କର୍ମଚାରୀ ଘରୁ କାମ କରିବେ, ପୂର୍ବରୁ ଟ୍ୱିଟର କରିଛି ନିଷ୍ପତ୍ତି

କାଲିଫର୍ଣ୍ଣିଆ ୨୩/୫: ଟ୍ୱିଟର ପରେ ଏବେ ଫେସବୁକ୍‌ ନିଜର କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବ ବୋଲି ସୂଚନା ଦେଇଛି । କମ୍ପାନିର ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି, କମ୍ପାନିର ୪୫,୦୦୦ କର୍ମଚାରୀଙ୍କ ମଧ୍ୟରୁ ୫୦%ଙ୍କୁ ଏଭଳି ସୁଯୋଗ ଦିଆଯିବ ।

ଆଗାମୀ ୫ରୁ ୧୦ ବର୍ଷ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ । କରୋନା ସଂକ୍ରମଣ ପରେ ସମଗ୍ର ଦୁନିଆରେ କମ୍ପାନିଗୁଡ଼ିକ ନିଜର କାର୍ଯ୍ୟଶୈଳୀକୁ ବଦଳାଉଛନ୍ତି ଏବଂ ଅଧିକରୁ ଅଧିକ କର୍ମଚାରୀଙ୍କୁ ଘରୁ ଅଫିସ କାମ କରିବା ପାଇଁ ଅନୁମତି ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ଟ୍ୱିଟର କହିଥିଲା ଯେଉଁ କର୍ମଚାରୀ ଘରୁ ଅଫିସ କାମ କରିବା ପାଇଁ ଚାହିଁବେ ସେମାନଙ୍କୁ ଏଥିପାଇଁ ଅନୁମତି ଦିଆଯିବ ।

   ସମ୍ବନ୍ଧିତ ଖବର


ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା