PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

କାରରେ ଫ୍ୟାନ୍ସି ନମ୍ବର ପାଇଁ ଲୋକଙ୍କ ଆଗ୍ରହ, ୫ ଲକ୍ଷରେ ବିକ୍ରି ହେଲା ‘୦୦୦୧’

https://www.prabhatkhabar.com/

ନୂଆଦିଲ୍ଲୀ ୨୬/୭: ସାରା ବିଶ୍ୱରେ ଫ୍ୟାନ୍ସି ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଅତ୍ୟଧିକ ଆଗ୍ରହ ଦେଖିବାକୁ ମିଳେ । ଏସମ୍ପର୍କରେ ଅନେକ ଖବର ସାମ୍ନାକୁ ଆସିଥାଏ । ଏମିତି ଏକ ଘଟଣା ଆସିଛି ଇନ୍ଦୋରରୁ । ଏଠାରେ ଆରଟିଓ ଫ୍ୟାନ୍ସି ନମ୍ବର ୦୦୦୧ରୁ ୫ ଲକ୍ଷ ୨୧ ହଜାର ଟଙ୍କାରେ ସେଲ୍ କରିଛି । ସେହିଭଳି ୦୦୦୯ ନମ୍ବରକୁ ୧ ଲକ୍ଷ ୮୨ ହଜାର ଟଙ୍କାରେ ବିକ୍ରି କରାଯାଇଛି ।

ଗାଡି ମାଲିକମାନେ ଏହି ନମ୍ବର ବ୍ୟତୀତ ଅନ୍ୟ କିଛି ନମ୍ବର ପାଇଁ ମଧ୍ୟ ରୁଚି ଦେଖାଇଛନ୍ତି । ଏହି ନମ୍ବରକୁ କିଣିବା ପଛରେ ସାଧାରଣତଃ ଲୋକମାନେ ଜନ୍ମ ତିଥି, ଜ୍ୟେତିଷଙ୍କ ଉପରେ ବିଶ୍ୱାସ, କିଛି ପ୍ରିୟ ନମ୍ବର, ଶୁଭ ଅଙ୍କ ବା ସଂଖ୍ୟା ଆଦି କାରଣ ରହିଥାଏ । ଭିଆଇପି ନମ୍ବର ପାଇଁ ସବୁବେଳେ କ୍ରେଜ୍ ରହିଆସିଛି । ୨୦୧୭ ମସିହାରେ ୦୦୦୧ ର ଏକ ଭିଆଇପି କାରକୁ ଦିଲ୍ଲୀରେ ୧୬ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

ତେବେ କହିରଖୁଛୁ ଏହି ପସନ୍ଦର ନମ୍ବର ପାଇବା ପାଇଁ କୌଣସି ସେଲିବ୍ରିଟି ବା ନେତା ହେବା ଆବଶ୍ୟକ ନାହିଁ । ଜଣେ ସାଧାରଣ ବ୍ୟକ୍ତିବି ନିଜ ପସନ୍ଦର ନମ୍ବର ଚୟନ କରିପାରିବ । କିନ୍ତୁ ଏଥିପାଇଁ ତାଲିକାରେ ଆଗୁଆ ଆବେଦନ କରିବାକୁ ପଡିବ  ।

ସମ୍ବନ୍ଧିତ ଖବର