କୂଳ ଲଙ୍ଘିଲାଣି ସମୁଦ୍ର, ପୁରୀରେ ପ୍ରଶାସନ ତରଫରୁ ଲାଗିଲା ଲାଲ୍ ପତାକା

ପୁରୀ ୨।୫: ସାମୁଦ୍ରିକ ବନ୍ୟା ଫନି ଆହୁରି ଭୟଙ୍କର ରୂପ ଧାରଣ କରିଛି। ସାମୁଦ୍ରିକ ବାତ୍ୟା ଫନିର ପ୍ରଭାବରେ ପୁରୀ ଠାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି। ଏବେ ବେଳାମାର୍ଗ ଠାରେ ସମୁଦ୍ର ମାତ୍ର ୨୦ଫୁଟ୍ ଦୂରରେ ରହିଛି। ଉତ୍ତାଳ ଲହରି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃ​ଷ୍ଟି ହେବା ପରି ଦିଶୁଛି।

ପ୍ରଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍ ପତାକା ଲଗାଯାଇଛି। ଦଉଡ଼ି ବନ୍ଧା ଯାଇ, ତାହାକୁ ନ ଟପିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ହୁଇସିଲ ଧରି ଲାଇଗାର୍ଡମାନେ ସମୁଦ୍ର କୁଳରେ ବୁଲୁଛନ୍ତି।

ଯ୍ରେନ ଚଳାଚଳ ବନ୍ଦ କରାଯିବାରୁ ଓଏସ୍ଆରଟିସି ତରଫରୁ ପର୍ଯ୍ୟଟକମାନଙ୍କୁ ପୁରୀରୁ ନେବା ପାଇଁ ବସ୍ ଚଳାଚଳ ବ୍ୟବସ୍ଥା କରାଯାଇଛି।

   ସମ୍ବନ୍ଧିତ ଖବର


ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଡ୍ରଗ୍ସ ପେଡଲରଙ୍କୁ ଧରିବାକୁ ଯାଇଥିବା ଏନସିବି ଅଧିକାରୀଙ୍କ ଉପରେ ଆକ୍ରମଣ, ଦୁଇ ଗୁରୁତର

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା