PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କାଲିଠୁ ଲାଗୁ ହେବ ଫାଷ୍ଟ୍ୟାଗ୍, ଗାଡିରେ ଫାଷ୍ଟ୍ୟାଗ୍ ନଥିଲେ ଦେବାକୁ ପଡିବ ଅଧିକ ଫି

ନୂଆଦିଲ୍ଳୀ ୧୪/୧୨: ଆସନ୍ତାକାଲି ଠାରୁ ଆରମ୍ଭ ହେବ ହେବ ଫାଷ୍ଟ୍‌ଟ୍ୟାଗ । ପୂର୍ବରୁ ଏହା ଡିସେମ୍ବର ପହିଲା ବୋଲି ନିର୍ଦ୍ଧାରିତ ହୋଇଥିଲା କିନ୍ତୁ  ଏବେ ଏହି ତାରିଖ ୧୫ ଡିସେମ୍ବରକୁ ଘୁଞ୍ଚିଛି । କିନ୍ତୁ କାଲିଠାରୁ ଏହି ଅବଧି ଶେଷ ହେବାକୁ ଯାଉଛି। ଗାଡି ଚାଳକ ମାନେ ଗାଡି ଗୁଡିକରେ ଫାଷ୍ଟ ଟ୍ୟାଗ୍ ରେ ଟୋଲ୍ ପେମେଣ୍ଟ କରିବା ପାଇଁ କଡା କଡି ଭାବେ ଲାଗୁ ହେବ। ଏନେଇ ସୂଚନା ଦେଇଛି ସଡକ ପରିବହନ ମନ୍ତ୍ରଣାଳୟ ।

ଏହି ଟ୍ୟାଗ୍ ଦ୍ବାରା ଗାଡିକୁ ଆଉ ଟୋଲ୍ ଗେଟରେ ଠିଆ ହେବାକୁ ପଡିବନି । ଏବେ ଟୋଲ୍ ଗେଟରେ ନଗଦ ଟଙ୍କା ନିଆଯିବନି । ଫାଷ୍ଟ ଟ୍ୟାଗ୍ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ । ଫାଷ୍ଟ୍‌ଟ୍ୟାଗ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ । ଟୋଲ୍ ଫି ଚୋରି ରୋକିବାକୁ ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି ।

ସମ୍ବନ୍ଧିତ ଖବର