ବିଷ ପିଇ ବାପା-ଝିଅ ମୃତ , ମା’ ଗୁରୁତର

ବରଗଡ଼-  ବିଜେପିର ବେନିଆଚାଲ ଗାଁରେ ଦୁଃଖଦ ଘଟଣା । ବିଷ ପିଅ ବାପା-ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ମାଆ କୁମୁଦିନୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମୃତକ ବାପା ଝିଅ ହେଲେ ରଥ ମହାନନ୍ଦ ଓ କବିତା ମହାନନଧ୍ । ପାରିବାରିକ କଳହରୁ ବିଷ ପିଇଥ୍ବା ସନ୍ଦେହ ।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ, ୪ଟି ସ୍ଥାନରେ ରେଡ୍

ଜୀବିତଙ୍କୁ ହତ୍ୟା ବୋଲି ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇଥିଲ: ମିଛ ମାମଲା କରିଥିବାରୁ ୫ ଲକ୍ଷ ଟଙ୍କା ଗଣିବେ ପୁଲିସ୍ ବାବୁ

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ: ଯନ୍ତ୍ରଣାରେ ଜିଲ୍ଲାର ୬୦୦ ପରିବାର, ମିଳିନି ସାଢ଼େ ୩ ବର୍ଷର ଦରମା

ବରଗଡ: କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଓ ନୂତନ ସିଏଚସିକୁ କାର୍ଯ୍ୟକ୍ଷମ କରିବା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିଜେପିର ଧାରଣା

କୋଲଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ବିକ୍ରି, ଗିରଫ କଲା ପୋଲିସ