ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଲା ଶ୍ବଶୁର, ଭିଡ଼ିଓ ଭାଇରାଲ୍

ଯାଜପୁର ୨୬।୯: ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର । କେବଳ ସେତିକି ନୁହେଁ ବୋହୂକୁ ମାଡ ମଧ୍ୟ ମାରୁଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଧନେଶ୍ବର ପଞ୍ଚାୟତ ଧନେଶ୍ବର ଗାଁରେ ।

ପାରିବାରିକ କଳହକୁ ନେଇ ଗାଁ ରାସ୍ତା ଉପରେ ନିଜ ବୋହୂକୁ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର।

କିଭଳି ଭାବରେ ନିର୍ଯାତନା ଦିଆଯାଉଛି ତାହା ଏହି ଭିଡିଓ ଦେଖି ଆପଣ ଜାଣିପାରୁଥିବେ। କେବଳ ଶ୍ବଶୁର ନୁହେଁ ଶାଶୂ ମଧ୍ୟ ଏକ ବାଡି ଧରି ବୋହୂକୁ ଅନେକ ଗାଳିଗୁଲଜ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

   ସମ୍ବନ୍ଧିତ ଖବର


ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ