ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ସମ୍ବଲପୁରରେ ସ୍କୁଟି ଚଳାଉଥିବା ନାବାଳକକୁ ୪୩୦୦୦ ଟଙ୍କା ଜରିମାନା

ସମ୍ବଲପୁର – ନାବାଳକ ସ୍କୁଟି ଚଳାଇବାରୁ ଅଭିଭାବକକ ଗଣିବେ ୪୩ ହଜାର ଟଙ୍କା ଜରିମାନା । ସମ୍ବଲପୁରରେ ସ୍କୁଟିରେ କଟିଲା ୪୩ ହଜାର ଫାଇନ । ଜଣେ ନାବାଳକ ଗାଡି ଚାଳନା କରୁଥିବାବେଳେ ପରିବହନ ବିଭାଗ (ଆର୍‌ଟିଓ)ବିଭାଗର ଯାଞ୍ଚ ସମୟରେ ଧରା ପଡିଥଇଲା ।

 ନାବାଳକଙ୍କ ଅଭିଭାବକ ନାଁ କଟିଛି ଏହି ଫାଇନ । ନାବାଳକ ଜଣକ ଏକ ସ୍କୁଟି ଧରି ଧରି ବିନା ହେଲମେଟରେ ଯାଉଥିଲେ ।  ଲାଇସେନ୍ସ ନଥିବା କାରଣରୁ ୫ ହଜାର,  ପଲ୍ୟୁସନ ପାଇଁ ୧୦ ହଜାର, ହେଲମେଟ ପାଇଁ ୧ ହଜାର,  ଇନସ୍ୟୁରାନ୍ସ ପାଇଁ ୨ ହଜାର ଓ ନାବାଳକ ଗାଡି ଚଳାଇ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ୨୫ ହଜାର ଫାଇନ କଟିଛି ।ଏନେଇ ସର୍ବମୋଟ ୪୩୦୦୦  ଫାଇନ କଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.