PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କଲା ପଟ୍ଟାଙ୍ଗି ପୋଲିସ, ୩ ଅଟକ
  • ||
  • ତିହିଡି: ନନ୍ଦପୁରବଜାରଠାରୁ ୨୩ ଲଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁଲିସ
  • ||
  • ମାଲକାନଗିରି: ଘର ମାଲିକଙ୍କୁ ମିଠାରେ ନିଶାଦେଇ ଲୁଟିଲେ ଭଡାଟିଆ ଯୁବକ, ୩୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ମାରିଲେ ଛୁ…
  • ||
  • କୋରାପୁଟ : ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ , ସୁଙ୍କି ଆଉଟ୍‌ ପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗି ପୁଲିସ୍‌
  • ||
  • ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ନିକଟରେ ରାସ୍ତା କଡ଼କୁ ଓଲଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
  • ||
  • ମୟୁରଭଞ୍ଜ : ଶିଶୁ ଶ୍ରମିକ ଚାଲାଣ ବେଳେ ପୋଲିସର ଚଢାଉ, ଉଦଳା ବସଷ୍ଟାଣ୍ଡ ନିକଟରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଉଦଳା ପୋଲିସ, ୨ ମହିଳା ଦଲାଲ ଅଟକ
  • ||
  • ସମ୍ୱଲପୁର ଭିସୁଟ୍‌ରେ ୨୫ କୋଭିଡ୍‌ ପଜିଟିଭ୍‌ ପ୍ରସଙ୍ଗ -ଆଣ୍ଟିଜେନ୍‌ କିଟ୍‌ ଖରାପରୁ ରିପୋର୍ଟ ପଜିଟିଭ ଆସିଥିଲା , ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା
  • ||
  • କୋହଲି ହାସଲ କଲେ ଖାସ୍‌ ସଫଳତା , ରୋନାଲ୍ଡୋଙ୍କର କ୍ଲବ୍‌ରେ ହେଲେ ସାମିଲ୍, ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଫଲୋୟରଙ୍କ ସଂଖ୍ୟା ୧୦୦ ମିଲିୟନରେ ପହଞ୍ଚିଲା
  • ||
  • ସମ୍ବଲପୁର: ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଶିଲା କରୋନା , ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ସ୍କୁଲ ବନ୍ଦ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ମହିଳା ସବ୍‌ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼ ! ଫିଜିକଲ ଟ୍ରେନିଂ ଇନ୍ସପେକ୍ଟରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ…ଏଫ୍‌ଆଇଆର୍‌

Representative image

ବୁଲନ୍ଦସହର – ଉତ୍ତର ପ୍ରଦେଶର ବୁଲନ୍ଦସହରରେ ମହିଳା ସବ୍‌ ଇନ୍ସପେକ୍ଟର ଆରଜୁ ପୱାରଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ । ପରିବାର ଲୋକ ମୁରାଦାବାଦର ଫିଜିକାଲ ଟ୍ରେନିଂ  ଇନଷ୍ଟ୍ରକ୍ଟରଙ୍କ  (ପିଟିଆଇ) ଉପରେ କରିଛନ୍ତି ଅଭିଯୋଗ ।  ଅନୁପଶହର ଥାନାରେ ଯୌନ ଶୋଷଣର ଏଫ୍‌ଆଇଆର ଦାଖଲ କରାଯାଇଛି । ପୁଲିସ୍ ମାମଲାର ତଦନ୍ତ କରୁଛି ।  ‘ମାଆ ମୋ ସହ ୨ ବର୍ଷ ହେଲା ଏମିତି କାମ କରୁଥିଲା ‘ … ୧୪ ବର୍ଷିୟ ପୁଅର ଚାଞ୍ଚଲ୍ୟକର ଅଭିଯୋଗ

ଅନୁପସହର ଥାନାରେ ମୁତୟନ ମହିଳା ସବ୍‌ ଇନ୍ସପେକ୍ଟର ଆରଜୁ ପୱାର ୧ଜାନୁୟାରୀରେ ନିଜର ଭଡ଼ା ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ । ଏହାପରେ ପୁଲିସ୍ ଥାନାରେ ବାତାବରଣ ସରଗରମ ହୋଇଯାଇଥିଲା । ଏସ୍‌ଏସ୍‌ପି ଓ ପୁଲିସ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ । ପୁଲିସ୍‌ ଆରଜୁ ପୱାରଙ୍କର ମୋବାଇଲ୍‌ ନେଇ ତଦନ୍ତ ଆରମ୍ଭ କରିଥିଲେ।

ଏବେ ଏହି ମାମଲାରେ ଆରଜୁ ପୱାରଙ୍କର ଭାଇ ଅଭିଯୋଗ ପତ୍ର ଦାଖଲ କରିଥିଲେ । କହିଥିଲେ ଅଭିଯୁକ୍ତ ଆରଜୁ ପୱାରଙ୍କୁ ଚାହାରେ ନିଶା ବଟିକା ମିଳାଇ ପିଇବାକୁ ଦେଇଥିଲା , ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାର ଭିଡ଼ିଓ ମଧ୍ୟ ବନେଇଥିଲା ଏବଂ ଏହାପରେ ପିଟିଆଇ ଉମେଶ ଶର୍ମା  ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା। ପିଟିଆଇ ଆରଜୁ ପୱାରଙ୍କର ବିବାହ ଭାଙ୍ଗିବାକୁ ମଧ୍ୟ  ବାଧ୍ୟ କରୁଥିଲା ବୋଲି ଅଭିଯୋଗ ହୋଇଛି । ଏଥିରେ ଚିନ୍ତିତ ହୋଇ ଆରଜୁ ପୱାର ଫାଶୀ ଲଗେଇଥିଲେ ।  ଏହି ମାମଲାରେ  ଅନୁପସହର ଇନ୍ସପେକ୍ଟର ରାମ ସେନ୍‌ କହିଥିଲେ କି ଅଭିଯୁକ୍ତ ଉମେଶ ଶର୍ମା ବିରୋଧରେ ଏଫ୍‌ଆଇଆର୍ ଦାଖଲ କରାଯାଇଛି । ମାମଲାର ତଦନ୍ତ କରାଯାଉଛି ।

ପତ୍ନୀଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା : ଇଣ୍ଟରନେଟ୍‌ରେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କଲେ ସ୍ୱାମୀ

ସମ୍ବନ୍ଧିତ ଖବର