ଏସସିବି ମେଡିକାଲରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ଯମ

source:http://www.odishabytes.com
କଟକ ୮/୩: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । SCB ପାଥୋଲୋଜି ବିଭାଗରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳବାହିନୀ ନିୟୋଜିତ ହୋଇଛନ୍ତି । ସଟ୍ ସର୍କିଟରୁ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି ।