ଏସସିବି ମେଡିକାଲରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ଯମ

କଟକ ୮/୩: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । SCB ପାଥୋଲୋଜି ବିଭାଗରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳବାହିନୀ ନିୟୋଜିତ ହୋଇଛନ୍ତି । ସଟ୍ ସର୍କିଟରୁ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି ।

   ସମ୍ବନ୍ଧିତ ଖବର


ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ

ଜାମିନ୍ ଆବେଦନରେ ସୁଶାନ୍ତଙ୍କ ବିରୋଧରେ ରିୟାଙ୍କ ଏକାଧିକ ଅଭିଯୋଗ, କହିଲେ-ଡ୍ରଗ୍ସ ପାଇଁ ନିଜ ଲୋକଙ୍କ ଫାଇଦା ଉଠାଉଥିଲେ

ବିନା ଭିସାରେ ବିଶ୍ବର ଏହି ୧୬ଟି ଦେଶ ବୁଲି ପାରିବେ ଭାରତୀୟ, ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ଦିଆଗଲା ସୂଚନା

ଘରୋଇ ହସ୍ପିଟାଲକୁ ରେଫର କରାଯାଇଥିବା ସମସ୍ତ ୪୮ କରୋନା ରୋଗୀଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ