ନୋଏଡା ସ୍ପାଇସ୍ ମଲରେ ଅଗ୍ନିକାଣ୍ଡ

ନୋଏଡା ୨୬/୮: ନୋଏଡାର ସ୍ପାଇସ୍ ମଲରେ ସୋମବାର ଦ୍ୱିପ୍ରହରେ ଅଗ୍ନିକାଣ୍ଡ ଘଟିଛି । ନୋଏଡା ସେକ୍ଟରର ୨୧ ଏରେ ସ୍ଥିତ ସ୍ପାଇସ୍ ମଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଛି । ଦମକଳ ବାହିନୀର ୨ ଗାଡି ଆସି ନିଆଁ ଲିଭା କାର୍ଯ୍ଯରେ ଲାଗିଛନ୍ତି । ତେବେ ନିଆଁ କେମିତି ଏବଂ କେଉଁ କାରଣରୁ ଲାଗିଲା ତାହା ଏପର୍ଯ୍ଯନ୍ତ ଜଣା ପଡିନାହିଁ । ଅଗ୍ନିକାଣ୍ଡ ସମୟରେ ମଲରେ ଅନକେ ଲୋକ ଥିଲେ, ସେମାନଙ୍କୁ ତୁରନ୍ତ ବାହାର କରାଯାଇଛି ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ