ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ଲାଗିଲା ନିଆଁ : ୪ଟି ଦମକଳ ଗାଡ଼ି ନିୟୋଜିତ

ମୁମ୍ବାଇ ୧୪।୧: ମୁମ୍ବାଇ ସ୍ଥିତ ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଖବର ପାଇବା କ୍ଷଣି ଘଟଣାସ୍ଥଳରେ ଦମକଳ ବିଭାଗର ୪ଟି ଗାଡ଼ି ପହଞ୍ଚିଛି। ଭାରତ ପେଟ୍ରୋଲିୟମର ସୂଚନା ଓ ଜନସମ୍ପର୍କ ଅଧିକାରୀ ଏହି ଘଟଣା ସମ୍ପର୍କରେ କହିଛନ୍ତି କି, ପ୍ଲାଣ୍ଟରେ ଥିବା ଏକ ପାଇପରେ ସାମାନ୍ୟ ନିଆଁ ଲାଗିଛି। ଦମକଳ ବାହିନୀ ଆସିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ବିଶେଷ କିଛି ହୋଇନାହିଁ। ସାମାନ୍ୟ ଧରଣର ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ