ଦେଶରେ ୨୪ ଘଣ୍ଟା ମଧ୍ୟରେ ଚତୁର୍ଥ ଦୁର୍ଘଟଣା, ନାସିକର ଫ୍ରାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନାସିକ – ସକାଳେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଏକ ଫ୍ୟାକ୍ଟ୍ରୀରୁ ଗ୍ୟାସ ଲିକ୍‌ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହା ପରେ ସନ୍ଧ୍ୟା ସମୟରେ ନାସିକର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ନାସିକର ସାଟନପୁର ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରୀରେ ସନ୍ଧ୍ୟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘିଟିଛି ।ନିଆଁକୁ ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଆନ୍ଧ୍ରପ୍ରଦେଶରେ ଗ୍ୟାସ୍‌ଲିକ୍‌ , ଛତିଶଗଡରେ ଗ୍ୟାସ ଲିକ୍‌, ତାମିଲନାଡୁରେ ବଏଲର ଫାଟିବା ଘଟଣା ସାମ୍ନାକୁ ଆସିଥିଲା ।

ସନ୍ଧ୍ୟା ସମୟରେ ଏହା ଚତୁର୍ଥ ବଡ ଘଟଣା । ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ଟି କାରଖାନାରେ ବଡ ଦୁର୍ଘଟଣା ଘଟିଛି ।
ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ସେ ବିଷୟରେ କିଛି ଆକଳନ କରାଯାଇ ନାହିଁ ।

   ସମ୍ବନ୍ଧିତ ଖବର


ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ