ଭିମ୍‌ସାରରେ ଅଗ୍ନିକାଣ୍ଡ: ଅଧା ଭିମ୍‌ସାର ଅନ୍ଧାର

ସମ୍ବଲପୁର ୧୭/୧୦: ବୁର୍ଲା ଭିମସାରରେ ଅଗ୍ନିକାଣ୍ଡ । ହୃଦରୋଗ ବିଭାଗ ନିକଟରେ ଥିବା ଜେନେରେଟର୍ ରୁମରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପରେ ଭିମ୍ସାରର ଅଧାରୁ ଅଧିକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


ଭିମସାର ଡାକ୍ତରଙ୍କ ଚରମ ଅବହେଳା! ଏଚ୍‌ଆଇଭି ରୋଗୀଙ୍କ ପରେ ଆଉ ତିନି ଜଣଙ୍କ ଆସ୍ତ୍ରୋପଚାର ଅଭିଯୋଗ, ଷ୍ଟେରିଲାଇଜେସନ୍‌ ପାଇଁ ବନ୍ଦ ରହିଲା ଓଟି

ସମ୍ବଲପୁର: ୪ ଆନ୍ତରାଜ୍ୟ ଲୁଟେରା ଗିରଫ, ଲୁଟ୍ ସୁନା ଗହଣା ସହ ଅନେକ ସାମଗ୍ରୀ ଜବତ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଗେଟ୍, ଜଳସ୍ତର ୬୨୩.୬୫ ଫୁଟ୍

ହୀରକୁଦର ଖୋଲିଲା ୧୬ଟି ଗେଟ୍‌, ମହାନଦୀରେ ବନ୍ୟାଜଳ ପ୍ରବାହିତ