କ୍ରିକେଟର ଶ୍ରୀସନ୍ଥଙ୍କ ଘରେ ଲାଗିଲା ନିଆଁ, ସ୍ତ୍ରୀ ଓ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

ପୂର୍ବତନ ଭାରତୀୟ ବୋଲର ଶ୍ରୀସନ୍ଥଙ୍କ ବାସଭବନରେ ଲାଗିଛି ନିଆଁ। ଏଥିରେ କୈାଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଜଣାପଡ଼ିଛି। ମାତ୍ର ଉଚିତ୍ ସମୟରେ ନିଆଁକୁ କାବୁ କରାଯାଇ ପାରିଥିଲା। କୋଚି ସ୍ଥିତ ବାସଭବନରେ ଏହି ନିଆଁ ଲାଗିଛି ବୋଲି ସୂଚନା ମିଳିଛି। କେବଳ ଗୋଟିଏ ଘରର ଆଶିଂକ କ୍ଷୟକ୍ଷତି ହୋଇଛି ବୋଲି  ଜଣାପଡ଼ିଛି।

ଯେଉଁ ସମୟରେ ଏହି ଘଟଣାଟି ଘଟିଥିଲା ସେହି ସମୟରେ ଶ୍ରୀସନ୍ଥଙ୍କ ସ୍ତ୍ରୀ ଓ ପିଲା ଉପସ୍ଥିତ ଥିଲେ। ଏଥିରେ ସେମାନଙ୍କର କୈାଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଜଣାପଡ଼ିଛି। ମାତ୍ର ବାସଭବନରେ କିଭଳି ନିଆଁ ଲାଗିଥିଲା ତାହା କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

   ସମ୍ବନ୍ଧିତ ଖବର


ଫୁଟବଲ୍‌ ଖେଳି କ’ଣ ଭୁଲ୍‌ କଲି? ୧୫ ବର୍ଷର ଖେଳ କ୍ୟାରିୟର ବରବାଦ…

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

ଥିମ, ଭିଟୋଭାଙ୍କ ବିଜୟ ଅଭିଯାନ ଆରମ୍ଭ

ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ