କଳାହାଣ୍ଡି: କତେଲ ଘାଟୀରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି ୧୩/୨:  ପୋଲିସ ମାଓବାଦୀ ଗୁଳି ବିନିମୟ  । ଭବାନୀପାଟଣା ସଦର ଥାନା କତେଲ ଘାଟୀରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ପୋଲିସ ଗୁଳିର ମୁକାବିଲା କରିନପାରି  ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ୧୦ରୁ ଅଧିକ ମାଓବାଦୀ ଘଟଣାସ୍ଥଳରୁ ପଛଘୁଞ୍ଚା ଦେଇଛନ୍ତି । ଘଟଣାସ୍ଥଳରୁ  ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସପି ବଦୁଲା ଗଙ୍ଗାଧର ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି : ସ୍ତ୍ରୀ ହାତରୁ ଉତ୍ତମ ମଧ୍ୟମ ଖାଇଲେ ସରପଞ୍ଚ ସ୍ବାମୀ, ଦେଖନ୍ତୁ ଏହି ଦୃଶ୍ୟ..

ଗ୍ୟାସ୍‌ ଲିକ୍‌ରୁ ଲାଗିଗଲା ନିଆଁ, ୭ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ହିନ୍ଦୁ ଭାଇକୁ ମୁସଲମାନ ଭଉଣୀ ଦେଲେ ମୁଖାଗ୍ନି, ଭଲ ପାଇବାର ସମ୍ପର୍କ ଆଗରେ ଜାତି- ଧର୍ମ ଓ ରକ୍ତ ସମ୍ପର୍କ ଫିକା ପଡିଲା

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ମ୍ୟୁଟେସନ୍,ମାସ୍କ ଓ ସାମାଜିକ ଦୂରତ୍ବ ମଧ୍ୟ ରୋକି ପାରିବନି: ଷ୍ଟଡି