ପୁରୀ: ବ୍ୟାଙ୍କରେ ଫୁଟିଲା ଗୁଳି, ଗ୍ରାହକ ଆହତ

ପୁରୀ ୨୯/୧୧: ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଫୁଟିଲା ଗୁଳି । ବ୍ୟାଙ୍କ(ବ୍ୟାଙ୍କ ଅଫ୍ ଇଣ୍ଡିଆ) ଶାଖାରେ ଗୁଳି ଫୁଟିଛି । ଜଣେ ସୁରକ୍ଷା କର୍ମୀଙ୍କ ଅସାବଧାନତାରୁ ଏଭଳି ଅଘଟଣ ଘଟିଛି । ତେବେ ଏହି ସମୟରେ ଅନେକ କଷ୍ଟମର୍ ଉପସ୍ଥିତ ଥିଲେ । ଏଥିରେ ମନାନ୍ ଘରମି ନାମକ ଜଣେ ଗ୍ରାହକଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ଆହତ ମନାନଙ୍କୁ  ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୁରକ୍ଷା କର୍ମୀ ଅଜୟ ମହାରଣାଙ୍କୁ ଜେରା କରୁଛି ପୋଲିସ ।

   ସମ୍ବନ୍ଧିତ ଖବର


କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି, ଆମାଜନ୍‌ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା

ଘୁଞ୍ଚିଲା ଶ୍ରୀମନ୍ଦିର ରୁପାଦ୍ୱାର ଡିଜାଇନ ବୈଠକ, ଡିସେମ୍ବର ୩ରେ ପରବର୍ତ୍ତୀ ବୈଠକ ନେଇ ଚାଲିଛି ପ୍ରସ୍ତୁତି

ପାଣି କାଢିବା ସମୟରେ ଶ୍ରୀମନ୍ଦିର ଗଙ୍ଗା କୂଅରେ ଖସିପଡ଼ିଲେ ପାଣିଆ ସେବକ,ମୁଣ୍ଡରେ ଲାଗିଲା ଗଭୀର ଆଘାତ

ଡିସେମ୍ବର ୧ରୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: ଝଲସୁଛି ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମି, କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ