ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର ୧୮।୯ : ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ବିଜ୍ଞାନରେ ରେଭେନ୍ସାର କଟକ ଅଫ୍‌ ମାର୍କ ୮୯ ପ୍ରତିଶତ ରହିଥିବାବେଳେ ବାଣିଜ୍ୟରେ କଟ୍‌ ଅଫ୍‌ ମାର୍କ ୭୫.୮୩ ପ୍ରତିଶତ।

ସେହିପରି ବିଜେପିରେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୭୧.୮୩ ପ୍ରତିଶତ ରହିଛି। ସେହିପରି ବିଜ୍ଞାନ ବିଭାଗ ପାଇଁ କଟକ ଅଫ୍‌ ମାର୍କ ୮୮.୬ ପ୍ରତିଶତ ରହିଥିବାବେଳେ ବାଣିଜ୍ୟ ବିଭାଗ ପାଇଁ କଟକ ଅଫ୍‌ ମାର୍କ 7୪ ପ୍ରତିଶତ ରହିଛି। ରମାଦେବୀରେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୬୪.୩୩ ପ୍ରତିଶତ ରହିଛି। ଶୈଳବାଳାରେ ବାଣିଜ୍ୟ ବିଭାଗ ପାଇଁ କଟକ ଅଫ୍‌ ମାର୍କ ୭୦ ପ୍ରତିଶତ ରହିଥିବାବେଳେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୬୬.୩୩ ପ୍ରତିଶତ ରହିଛି।

   ସମ୍ବନ୍ଧିତ ଖବର


ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ପୋଲିଓ ଟିକା ନେଇ ଶିଶୁ ମୃତ ! ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍