PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପ୍ରଥମ ଦିନରେ ଡ୍ରୋନ୍‌ ଚେକିଂରେ ଧରା ହେଲେ ୨୭ ଉଲ୍ଲଂଘନକାରୀ ଚାଳକ: ୧୩ ହଜାର ଜରିମାନା ଆଦାୟ

ଭୁବନେଶ୍ୱର ୨୮/୮ : ନିୟମ ଭାଙ୍ଗି ଗାଡ଼ି ଚଳାଉଥିବା ୨୭ ଜଣ ଚାଳକଙ୍କୁ ପ୍ରଥମ ଦିନରେ ଧରିଛି ଡ୍ରୋନ୍‌ । ୨୭ ଜଣଙ୍କ ଠାରୁ ୧୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ତା’ଛଡା ମଙ୍ଗଳବାର ଟ୍ରାଫିକ୍‌ ଥାନା ପୁଲିସ୍‌ ମୋଟ ୮୪ ହଜାର ୫ ଶହ ଟଙ୍କା ଫାଇନ୍‌ ଆଦାୟ କରିଛି । ମଙ୍ଗଳବାର ଅପରାହ୍ଣରେ ଏଜି ଛକରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ଟ୍ରାଫିକ୍‌ ପୁଲିସ୍‌ର ଆରମ୍ଭ ହୋଇଥିଲା ଡ୍ରୋନ୍‌ ଚେକିଂ । ଏହି ସମୟରେ ଓଭରଟେକ୍‌ କରୁଥିବା ଓ ବିନା ହେଲ୍‌ମେଟ୍‌ରେ ଯାତ୍ରା କରୁଥିବା ବାଇକ୍‌ ଚାଳକଙ୍କୁ ଚିହ୍ନଟ କରାଯାଇଥିଲା । ଦେଢ଼ ଘଣ୍ଟା ମଧ୍ୟରେ ୨୭ ଜଣଙ୍କୁ ଡ୍ରୋନ ଚିହ୍ନଟ କରିଥିଲା ।

ପ୍ରତି ଚାଳକଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଫାଇନ୍‌ ଆଦାୟ କରା ଯାଇଥିଲା । ତା’ଛଡା ଯେଉଁମାନେ ଖସି ପଳାଇଛନ୍ତି ସେମାନଙ୍କ ଗାଡି଼ ନମ୍ବର ଫଟୋ ରେକର୍ଡ ହୋଇଛି ଡ୍ରୋନ୍‌ର ହାଇ ରିଜୋଲ୍ୟୁସନ କ୍ୟାମେରାରେ । ସେମାନଙ୍କୁ ଖୁବ୍‌ ଶୀଘ୍ର ନୋଟିସ୍‌ କରାଯିବ । ସେମାନଙ୍କ ଠାରୁ ଏକ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଆଦାୟ କରାଯିବ । ଆସନ୍ତାକାଲି ଠାରୁ ଟ୍ରାଫିକ୍‌ ଜଗିବା ପାଇଁ ଆଉ ୨ଟି ଡ୍ରୋନ୍‌ ବ୍ୟବହାର କରାଯିବ । ଚନ୍ଦ୍ରଶେଖରପୁର ଓ ଜନପଥରେ ବି ଡ୍ରୋନ୍‌ ଚାଲିବ ବୋଲି ଜଣାପଡ଼ିଛି ।

ପ୍ରତି ଚାଳକଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଫାଇନ୍‌ ଆଦାୟ କରା ଯାଇଥିଲା । ତା’ଛଡା ଯେଉଁମାନେ ଖସି ପଳାଇଛନ୍ତି ସେମାନଙ୍କ ଗାଡି଼ ନମ୍ବର ଫଟୋ ରେକର୍ଡ ହୋଇଛି ଡ୍ରୋନ୍‌ର ହାଇ ରିଜୋଲ୍ୟୁସନ କ୍ୟାମେରାରେ । ସେମାନଙ୍କୁ ଖୁବ୍‌ ଶୀଘ୍ର ନୋଟିସ୍‌ କରାଯିବ । ସେମାନଙ୍କ ଠାରୁ ଏକ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଆଦାୟ କରାଯିବ । ଆସନ୍ତାକାଲି ଠାରୁ ଟ୍ରାଫିକ୍‌ ଜଗିବା ପାଇଁ ଆଉ ୨ଟି ଡ୍ରୋନ୍‌ ବ୍ୟବହାର କରାଯିବ । ଚନ୍ଦ୍ରଶେଖରପୁର ଓ ଜନପଥରେ ବି ଡ୍ରୋନ୍‌ ଚାଲିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର