PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଅଜବ ପରମ୍ପରା: ୫ ଜଣ ପୁରୁଷ ମିଶି ଖୋଲନ୍ତି ଯୁବତୀଙ୍କ ବସ୍ତ୍ର ଆଉ ତା ପରେ…

ଭୁବନେଶ୍ୱର ୪/୯: ଆଜି ଆମେ ଆପଣଙ୍କୁ ସେହି ପ୍ରଥା ସମ୍ପର୍କରେ ସୂଚନା ଦେବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଏହି ପ୍ରଥାରେ ଜଣେ ଯୁବତୀଙ୍କୁ ୫ ଜଣ ପୁରୁଷ ମିଶି ବିବସ୍ତ୍ର କରନ୍ତି । ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ଯେତେବେଳେ କିଶୋର ଅବସ୍ଥାରେ କିମ୍ବା ଯୁବତୀ ଅବସ୍ଥାରେ କେଶ ଝଡେ ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ପ୍ରଥା ଅନୁସାରେ ୫ ଜଣ ପୁରୁଷ ମିଶି ସେହି ଯୁବତୀର ବସ୍ତ୍ର ଖୋଲି ବିବସ୍ତ୍ର କରନ୍ତି ।

କହିରଖୁଛୁ ଗରିବୀ ଯୋଗୁଁ ପ୍ରାୟ ପରିବାରରେ ସାବୁନରେ ମୁଣ୍ଡ ସଫା କରିଥାନ୍ତି । ଏହା ବ୍ୟତୀତ ମୁଣ୍ଡରେ ମଳି ଧୂଳି ହେବା ଫଳରେ ମଧ୍ଯ ଏମିତି ହୋଇଥାଏ । କିନ୍ତୁ ଏହି ସାଧାରଣ ଜିନିଷ ପାଇଁ ଏହି ପ୍ରଥାରେ କେଶ ଝଡିବାକୁ ରୋକିବା ପାଇଁ ମନ୍ଦିରରେ ଏକ ଆୟୋଜନ କରାଯାଏ । ଭଗବାନଙ୍କୁ ସମର୍ପି ଦେବା ପାଇଁ ମହିଳାଙ୍କୁ ୫ ଜଣ ପୁରୁଷ ମିଶି ବିବସ୍ତ୍ର କରନ୍ତି ।

ଏହା ପରେ ସେହି ଯୁବତୀ ଜୀବନସାରା ଅବିବାହିତା ରହିଥାଏ । ସେ ମନ୍ଦିରରେ ହିଁ ବାସ କରେ । ତାକୁ ସାର୍ବଜନିକ ସମ୍ପତ୍ତି ବୋଲି ମାନିନିଆଯାଏ । ତାକୁ ଦେବଦାସୀ କୁହାଯାଏ । କର୍ଣ୍ଣାଟକରେ ଅନେକ ମନ୍ଦିର ମାନଙ୍କରେ ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ୯,୭୩୩ ଦେବଦାସୀ ଅଛନ୍ତି । ତେବେ ଏହି ପ୍ରଥା ଆଜି ବି ଅନେକ ସ୍ଥାନରେ ପାଳନ କରାଯାଉଛି ।

ସମ୍ବନ୍ଧିତ ଖବର