ଝାରସୁଗୁଡାରୁ ଉଡିବ ଆଉ ୨ଟି ବିମାନ

ଭୁବନେଶ୍ବର ୧୧।୯: ଝାରସୁଗୁଡା ଏୟାରପୋର୍ଟରୁ ଉଡିବ ଆଉ ୨ଟି ବିମାନ। ଏହି ବିମାନ ଭୁବନେଶ୍ବରରୁ କୋଲକାତା ଓ ବାଙ୍ଗାଲୁରୁକୁ ଉଡିବ। ପୂର୍ବରୁ ଝାରସୁଗୁଡା ଏୟାରପୋର୍ଟରୁ ୫ଟି ବିମାନ ଚଳାଚଳ କରୁଛି।

ମିଳିଥିବର ସୂଚନାନୁସାରେ, ରାଉରକେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଉଡା କରିବାକୁ ନିଷ୍ପତ୍ତି ହୋଇଛି। ଜୟପୁର ଏୟାରପୋର୍ଟ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର କାମ ଆରମ୍ଭ ହୋଇଛି। ଆବଶ୍ୟକୀୟ ଭିତ୍ତିଭୂମି ପରେ ଖୁବଶୀଘ୍ର ବିମାନ ଚଳାଚଳ କରିବା ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…