ଏହି ସବୁ ରାଜ୍ୟକୁ ଆଗାମୀ ୨୪ ଘଣ୍ଟାରେ ବନ୍ୟା ବିପଦ, ଆଇଏମଡି ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୭।୮: ମୌସୁମୀ ପୁରିଥରେ ଦେଶର ବହୁ ରାଜ୍ୟରେ ସକ୍ରିୟ ହୋଇଛି। ବହୁ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇ ପଡିଛି। ଏହା ଭିତରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ଆଇଏମଡିର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ଓଡିଶା, ଝାଡଖଣ୍ଡ, ଛତିଶଗଡ, ପୂର୍ବ-ପଶ୍ଚିମ ମଧ୍ୟ ପ୍ରଦେଶ ଓ ପଶ୍ଚିମ ଉତ୍ତର ପ୍ରଦେଶର ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବନ୍ୟା ବିପଦ ଦେଖିବାକୁ ମିଳିଛି।

ଆଇଏମଡିର ସୂଚନା ଦେଇ କେନ୍ଦ୍ରୀୟ ଜଳ ଆୟୋଗ କହିଛନ୍ତି, ଜମ୍ମୁ-କଶ୍ମୀର ସବଡିଭିଜନର କିଛି କ୍ଷେତ୍ରରେ ବନ୍ୟା ବିପଦ ରହିଛି। ବଙ୍ଗୋପ ମହାସାଗରେ ଲଘୁଚାପ ହେବା ଯୋଗୁଁ ଓଡିଶାରେ ବୁଧବାର ପ୍ରବଳ ବର୍ଷା ହୋଇଥିଲା, ଯାହାଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ବର୍ଷା କାରଣରୁ ତଳୁଆ ଅଞ୍ଚଳ ବୁଡି ଯାଇଛି। ସଡକ ଯୋଗେ ଯାତାୟତ ସମ୍ପର୍କ ମଧ୍ୟ ବିଚ୍ଛିନ୍ନ ହୋଇଛି।

   ସମ୍ବନ୍ଧିତ ଖବର


ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ