ଘନ କୁହୁଡ଼ି ଯୋଗୁଁ ଟାପୁରେ ଅଟକିଲା ଡଙ୍ଗା

ବ୍ରହ୍ମଗିରି ୧୬/୧: ଆଜି ସକାଳେ ସାତପଡାରୁ ପର୍ଯ୍ୟଟକମାନଙ୍କୁ ନେଇ ଏକ ମୋଟର ଡଙ୍ଗା ଚିଲିକା ବୁଲୁଥିବା ବେଳେ କୁହୁଡ଼ି ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମଏଁଷା ବ୍ରହ୍ମପୁର ନିକଟରେ ଥିବା ଏକ ବାଲି ଟାପୁରେ ବାଧ୍ୟ ହୋଇ ଡଙ୍ଗାକୁ ଅଟକାଇ ପ୍ରାୟ ଅଧଘଣ୍ଟା କାଳ ଅପେକ୍ଷା କରି ରହିବା ପରେ ଯାତ୍ରୀଙ୍କୁ ନେଇ ଚିଲିକା ବୁଲାଇଥିଲା । ଶୀତଦିନେ ଅନେକ ସମୟରେ ଚିଲିକାରେ କୁହୁଡି ଯୋଗୁଁ ଡଙ୍ଗା ଚାଳନାରେ ବ୍ୟାଘାତ ସୃଷ୍ଟି ହେଉଥିବା ଡଙ୍ଗା ଚାଳକ କୁମର ଜାଲି କୁହନ୍ତି ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ