ପ୍ରମୂଖ ଖବର
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ୨୧୯ ରନ୍ ଟାଗେର୍ଟ ଦେଲା ୱେଷ୍ଟ ଇଣ୍ଡିଜ
  • ||
  • ଚାଷୀ ପାଇବେ ପିଏମ୍‌ କିଷାନ ଟଙ୍କା, ଆଜି ବରଗଡ଼ରେ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି

ଖଲ୍ଲିକୋଟ ୧୮/୦୫: ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି। ସମସ୍ତ ଝାଡ଼ାବାନ୍ତି ପୀଡିତଙ୍କୁ ଖଲ୍ଲିକୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳ ଗାଁରେ ଘଟିଛି।

ସୂଚନା ମୁତାବିକ, ମୁଣ୍ଡୁଳ ଗାଁରେ ଥିବା ସକଳେଶ୍ୱର ମନ୍ଦିର ନିକଟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗାଁ ଲୋକ ଯଜ୍ଞ ପ୍ରସାଦ ସେବନ କରିଥିଲେ। ତେବେ ଏହି ପ୍ରସାଦ ଖାଇବା ପରେ ୫୦ ଅଧିକା ଗ୍ରାମବାସୀଙ୍କ ଝାଡ଼ାବାନ୍ତି ହୋଇଥିଲା। ସ୍ଥିତି ବିଗିଡିବା ପରେ ସମସ୍ତ ଝାଡାବାନ୍ତି ପୀଡିତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣ ଏଭଳି ଘଟିଛି ତାହା ଜଣାପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.