ରାଉରକେଲା, ୨୨।୫ : ବାଙ୍କୀ ଫରେଷ୍ଟ ରେଞ୍ଜ କେ. ବାଲାଙ୍ଗ ଅଞ୍ଚଳରେ ରାଉରକେଲା ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଚଢାଉ କରି ୨ଟି ହାତୀ ଦାନ୍ତ ଜବତ କରିବା ସହ ୧୦ ଜଣଙ୍କୁ ଗିରଫ କରିଛି। ଗୋଟିଏ ହାତୀ ଦାନ୍ତ ୨୪ ଇଞ୍ଚର ହୋଇଥିବା ବେଳେ ଅନ୍ୟଟି ୨୨ ଇଞ୍ଚର ରହିଛି। ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।
![Jaganmohan Reddy](https://odia.prameya.com/prameya/document/compress/2/comp_2_153_1718451532910.webp)
ଶାସନକୁ ଫେରୁ ଫେରୁ ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ! ଆ...