ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଭିଜିଲାନ୍ସ ଚଢ଼ାଉ

ବୌଦ୍ଧ ୨୬।୯: ଭିଜିଲାନ୍ସ ପଞ୍ଝାରେ ଓଡିଶା ଅଣ ଗେଜେଟ୍ ବନ ସେବାସଂଘ ସଭାପତି ଜଗବନ୍ଧୁ ପାତ୍ର । ଜଗବନ୍ଧୁ ବୌଦ୍ଧ କେନ୍ଦୁପତ୍ର ବିଭାଗର ଫରେଷ୍ଟର ଅଛନ୍ତି ।

ବୌଦ୍ଧ ଥାନା ଅନ୍ତର୍ଗତ ରାଇଠାଣି ଗାଁ ନିକଟରେ ଥିବା ତାଙ୍କର ୨ଟି ବାସଭବନ, ଭଡା ଦିଆଯାଇଥିବା କାର୍, ସୋରୁମ୍ ତଥା ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି। ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସଙ୍କ ଘରେ ଚଢ଼ାଉ ଜାରି ରହିଛି ବୋଲି ଜଣାପଡ଼ିଛି ।


   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଭସାଣି ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ: ବେଆଇନ ମଦ କାରବାର ଆଡ୍ଡାରେ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ