ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ

ମୁମ୍ବାଇ –ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ  ମୃତ୍ୟୁ । ଗୁରୁବାର ଦିନ ମୁମ୍ୱାଇରେ  ଡିନ୍ ଜୋନ୍ସଙ୍କର  ହୃଦଘାତରେ  ମୃତ୍ୟୁ ହୋଇଛି । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।  ମୁମ୍ୱାଇର ଏକ ହୋଟେଲ୍‌ରେ ଥିବା ବେଳେ ଗୁରୁବାର ଦିନ ରାତି ୧୨ଟା ପରେ ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା ।  

ଡିନ୍ ଜୋନ୍ସ ଆଇପିଏଲରେ ହୋଷ୍ଟ ବ୍ରଡକାଷ୍ଟର ଥିଲେ । ସେ ୧୯୮୪ ମସିହାରୁ ୧୯୯୨ ପର୍ଯ୍ୟନ୍ତ ୮ବର୍ଷ ଭିତରେ  ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ  ୫୨ ଟି ଟେଷ୍ଟ ମ୍ୟାଚ୍‌ ଓ  ୧୬୪ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଏହି ପ୍ରସିଦ୍ଧ ଖେଳାଳି ଏକ ଦିବସୀୟ ମ୍ୟାଚ୍‌ରେ ୬୦୬୮ ରନ୍‌ କରିଛନ୍ତି ।

   ସମ୍ବନ୍ଧିତ ଖବର


ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁବାଇ ପହଞ୍ଚିଲେ ଭାରତୀୟ ଖେଳାଳି

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ