ବିଜେପି ନେତା ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବାପାଙ୍କ ଏସୟୁଭି କାର ଚୋରି

ନୂଆଦିଲ୍ଲୀ,୨୯।୫: ବିଜେପିର ସାଂସଦ ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବାପାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଥିବା ବେଳେ ଗମ୍ଭୀରଙ୍କ ବାପା ରାଜେନ୍ଦ୍ର ନଗର ପୋଲିସ ଥାନା​‌ରେ ମାମଲା ରୁଜୁ କରିଛନ୍ତି। ମାମଲା ହାଇପ୍ରୋଫାଇଲ ହୋଇଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି।

କୁହାଯାଉଛି ଯେ, ଏହି ଘଟଣା ଗୁରୁବାର ସକାଳେ ଘଟିଥିଲା। ଟୋୟଟା ଫର୍ଚୁନର କାର ଘର ବାହାରେ ପାର୍କିଂରେ ଏହି ଗାହି ଥିଳା। ତେବେ ଭୋର ସମୟରେ ଚୋରମାନେ ଏହାକୁ ନେି ଯାଇଥିଲେ। ଡିସିପି ସେଣ୍ଟ୍ରାଲଙ୍କ କହିବା ଅନୁସାରେ, ସିସିଟିଭି ଜରିଆରେ ଚୋରଙ୍କ ସନ୍ଧାନ ଜାରି ରହିଛି। ଲକଡାଉନ୍ ସମୟରେ କାର ଚୋରି ଘଟଣାରେ ଦିଲ୍ଳୀ ପୋଲିସ ଆଶ୍ଚର୍ଯ୍ୟ ହୋଇଛି। ଏକ ଟିମ୍ ଗଠନ କରି ତଦନ୍ତ ଆ ରମ୍ଭ କରାଯାଇଚି।  ଦିଳ୍ଳୀ ପୋଲିସ ସାମନାରେ ହାଇପ୍ରୋଫାଇଲ ଚୋରି ମାମମଲା ଗତ ବର୍ଷ ଅକ୍ଟୋବରରେ ଆସିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଭାଣେଜୀଙ୍କଠାରୁ ଚୋରି ହୋ

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ