PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସ୍ୱାସ୍ଥ୍ୟଗତ କାରଣରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ମିଳିଲା ଜାମିନ

ଇସଲାମାବାଦ ୧୨/୧୨: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ବୁଧବାର ଜାମିନ ମିଳିଛି । ତାଙ୍କୁ ସ୍ୱାସ୍ଥ୍ୟଗତ ଆଧାରରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେଇଛି । ଏଥିପାଇଁ ତାଙ୍କୁ ଦୁଇ କୋଟି ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବାକୁ କୁହାଯାଉଛି ।

ଜର୍ଦ୍ଦାରୀଙ୍କୁ ଗତ ଜୁନ ମାସରେ ଗିରଫ କରାଯାଇଥିଲା । କିନ୍ତୁ ସେ ଚଳିତ ମାସ ୩ ତାରିଖରେ ଜାମିନ ପାଇଁ ଆବେଦନ କରିଥିଲେ । ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ଆଉ ଜଣେ ପ୍ରମୁଖ ନେତା ନୱାଜ ସରିଫଙ୍କୁ ସେଠାକାର ଏକ କୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ଦେବାର ମାସକ ପରେ ଜର୍ଦ୍ଦାରୀ ଜାମିନ ପାଇଁ ଆବେଦନ କରିଥିଲେ ।

ସମ୍ବନ୍ଧିତ ଖବର