PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

www.livehindustan.com

ନୂଆଦିଲ୍ଲୀ – ଦିଲ୍ଲୀର ଆର୍ମୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହୋଇଛି ସଫଳ ବ୍ରେନ୍‌ ସର୍ଜରୀ । ସୂତ୍ରରୁ ପ୍ରକାଶ ଏହି ସର୍ଜରୀ ରକ୍ତର ଏକ ବ୍ଲଡ୍‌ କ୍ଲଟ୍‌କୁ ହଟାଇବା ପାଇଁ ହୋଇଥିଲା ।

ହସ୍ପିଟାଲ ସୂତ୍ରରୁ ମିଳିଥିବା ଖବର ମୁତାବକ, ପ୍ରଣବ ମୁଖାର୍ଜୀ ଏହି ସମୟରେ  ଆର୍ମୀ ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି ।

ସର୍ଜରୀ ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କର କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା ।  

ସୂଚନା ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାର ଦିନ  ନିଜେ ସୂଚନା ଦେଇଥିଲେ କି ତାଙ୍କ ଟେଷ୍ଟରେ କରୋନା ଭାଇରସ ପଜିଟିଭ୍‌ ଆସିଛି । ସୋମବାର ଦ୍ୱିପ୍ରହରରେ ପ୍ରଣବ ମୁଖାର୍ଜୀ ଟ୍ୱିଟ୍‌ କରି ଏହି କଥାର ସୂଚନା ଦେଇଥିଲେ । ଟ୍ୱିଟ୍‌ରେ କହିଥିଲେ , “ଏକ ଅଲଗା କାରଣରୁ ହସ୍ପିଟାଲ ଯାଇଥିଲି , ସେଠାରେ ମୋର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି ।“