PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଚିନାବାଦାମ ଏଫ୍‌କ୍ୟୁ ମାନକୁ ନେଇ ଉତ୍ତେଜନା- ବିକ୍ରି ହେଲାନି ବାଦାମ

ମାଲାକାନଗିରି- ଚିନାବାଦାମ ଏଫ୍‌କ୍ୟୁ ମାନକୁ ନେଇ ଉତ୍ତେଜନା । ବିଭିନ୍ନ ମଣ୍ଡିରେ ଚିନାବାଦାମ ବିକ୍ରି ଚାଲିଛି । ହେଲେ ବିଭିନ୍ନ ପ୍ରକାରର କାଣ୍ଟ ଛାଣ୍ଟ କରାଯାଉଥିବା ଅଭିଯୋଗ ହୋଇଛି ।

ଶିଖାପାଲି ଲ୍ୟାମ୍ପ ଅଧିନରେ ଥିବା ମଣ୍ଡିରେ ଏଫ୍‌କ୍ୟୁମାନକୁ ନେଇ ବିବାଦ ହୋଇଥିଲା । ୭୦ ପ୍ରତିଶତ ବାଦାମର ଏଫ୍‌କ୍ୟୁ ଥିଲେ ଏହାକୁ କ୍ରୟ କରାଯିବ ବୋଲି ଲ୍ୟାମ୍ପ ପରିଚାଳକ କହିଥିଲେ । ୧୫ ଦିନ ଧରି ବାଦମ ପଡିଥିଲେ ମଧ୍ୟ ତାହାକୁ କିଣୁ ନାହାନ୍ତି । ଏହାପରେ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ବିଧାୟକ ଆଦିତ୍ୟ ମାଢି ଏବଂ ଜିଲ୍ଲା କୃଷି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବୁଝା ଶୁଝା କରିବା ସହ ବାଦାମକୁ କ୍ରମାନୁସାରେ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।